ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ସୂଚନା ଦେଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ : ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା । ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ ।…
Read More...

ରଥଯାତ୍ରାରେ ସିଟିଜେନ୍‌ ସେଣ୍ଟ୍ରିକ୍‌ ସର୍ଭିସେସ୍‌ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଶୁଖିଲା ଖାଦ୍ୟ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦ ଦ୍ୱାରା ଅନୁମୋଦିତ ଅନୁଷ୍ଠାନ ସିଟିଜେନ୍‌ ସେଣ୍ଟ୍ରିକ୍‌ ସର୍ଭିସେସ୍‌ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଶୁଖିଲା ଖାଦ୍ୟ ବଣ୍ଟନ…
Read More...

ଏମିତି ବି ଆସେ ମୃତ୍ୟୁ : ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ବାଟରେ ପଡି ଯୁବକ ମୃତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଗାଧୋଇ ସାରି ଘରକୁ ଫେରୁ ଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ଥାନା କୁକୁଡାହାଡ ଗାଁର ଗୋବିନ୍ଦ କୁଅଁର (୨୬) । ସୂଚନାଯୋଗ୍ୟ ଯେ, କୁକୁଡାହାଡ ଗାଁରେ ରହୁଥିବା ଗୋବିନ୍ଦ କୁଅଁର ଗତ କିଛି ମାସ ଆଗରୁ ପେଟ ବ୍ୟଥା…
Read More...

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା : ମହିଳା ଫୁଟ୍‍ବଲ୍‌ ହଷ୍ଟେଲରେ ପୁରୁଷ କୋଚ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ । କିନ୍ତୁ ଏବେ ଏହି ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି । କାରଣ ସୁନ୍ଦରଗଡ଼ରେ ଥିବା ମହିଳା ଫୁଟ୍‍ବଲ୍‌ ହଷ୍ଟେଲରେ ପୁରୁଷ ଫୁଟ୍‍ବଲ କୋଚ୍‌ଙ୍କୁ ନିଯୁକ୍ତ…
Read More...

ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଂସଦ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ୱରେ…
Read More...

ଜାତୀୟ ଉଷ୍ମ ମଣ୍ଡଳୀୟ ଫଳ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତୁ ପ୍ରକୃତିର ଅନୁଗ୍ରହକୁ ଉପଭୋଗ କରିବା ପ୍ରତିବର୍ଷ ଜୁଲାଇ ୧୮ରେ, ଆମେ 'ଜାତୀୟ ଉଷ୍ଣ ମଣ୍ଡଳୀୟ ଫଳ ଦିବସ' ପାଳନ କରୁ । ଉଷ୍ମ ମଣ୍ଡଳୀୟ ଫଳର ବିବିଧତା ଏବଂ ସମୃଦ୍ଧତାକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ଆନନ୍ଦଦାୟକ ଉତ୍ସବ ପାଳନ । ଆମ୍ବ,…
Read More...

ବ୍ୟକ୍ତି ଜୀବନ ଓ ଦୃଶ୍ୟ କାବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହରର ୨୫ ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ବ୍ୟକ୍ତି ଜୀବନ ଓ ଦୃଶ୍ୟ କାବ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର କଲ୍‌ଚରାଲ୍‌ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ…
Read More...

ଅଏଁଲାସାରି ଗାଁରେ ଜମି ପାଇଁ ଗଡ଼ିଲା ମୁଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ପାଇଁ ଗଡ଼ିଲା ମୁଣ୍ଡ । ଜମି ବିବାଦର ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । କାକା ପୁଅ ଭାଇର ଟାଙ୍ଗିଆ ଚୋଟରେ ଜଣେ ଭାଇର ମୃତ୍ୟୁ ଘଟିଛି ଆଜି ସକାଳ ୬ଟା ସମୟରେ । କାକାଙ୍କ ପରିବାର ଲୋକେ ହତ୍ୟା କରିଛନ୍ତି ପୁତୁରାଙ୍କୁ । ଏଭଳି ଏକ ନୃଶଂସ ଘଟଣା ଆଜି…
Read More...

ଭାରତୀୟ ଅର୍ଥବ୍ୟବସ୍ଥାର ଚମକ : ଆର୍ଥିକ ବର୍ଷ ୨୪- ୨୫ ପାଇଁ ଜିଡିପି ପୂର୍ବାନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍

ଅଧିକ ନିଯୁକ୍ତି, ସାମାଜିକ ନିରାପତ୍ତା ଏବଂ ସମ୍ପତ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ ଦ୍ରୁତ ଅଭିବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ୨୦୨୪ - ୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭…
Read More...

ବସୁଧୈବ କୁଟୁମ୍ବକମ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଆନୁକୁଲ୍ୟରେ ଏକ ସପ୍ତାହବ୍ୟାପୀ ବନ ମହୋତ୍ସବ କର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ ଦିବସରେ ବିଭିନ୍ନ ବିଦ୍ୟାଳୟ ଯଥାକ୍ରମେ ପ୍ରାଥମିକ ବିଦ୍ୟାଳୟ ଛେଣ୍ଡ ବସ୍ତି, ମୁନିସିପାଲ୍…
Read More...