ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ
ସୋର : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡା ସିଂହ ସାହି ଗ୍ରାମରେ । ଔପଦା ଥାନା ଅଧିକାରୀ ସଦଳବଳେ ପହଞ୍ଚି ଆସାମୀକୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି । ସୂଚନାରୁ ପ୍ରକାଶ ପାଣ୍ଡୁ ସିଂ (୫୦)!-->…
Read More...
Read More...