ଗଞ୍ଜାମ ଜିଲ୍ଲାରେ ଖୋଲିବ ୧୮ଟି ବିଦେଶୀ ମଦ ଦୋକାନ

୩୧ ତାରିଖରେ ହେବ ଲଟେରୀ ଉଠାଣ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ମଦ ଦୋକାନରୁ ହିଁ ୧୮୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ରାଜସ୍ୱ ଲାଭ ହୋଇଥାଏ । ଏହି ମଦ ଦୋକାନରୁ ହିଁ ଆଦାୟ ହେଉଥିବା ଗଞ୍ଜାମ ଜିଲ୍ଲାର ଅବକାରୀ ରାଜସ୍ୱରୁ ଓଡ଼ିଶା ରାଜସ୍ୱ…
Read More...

ବ୍ରହ୍ମପୁର ଠାରେ ୭୮ତମ ସ୍ଵାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ…
Read More...

ଆସନ୍ତା ୩୧ ଯାଏଁ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଯାଏଁ ଛେଚିବ ବର୍ଷା । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ଟି ଜିଲ୍ଲା ହେଲା…
Read More...

ସ୍ୱାମୀ ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ହତ୍ୟା କଲା ଦୁର୍ବୃତ୍ତ

ରେଢ଼ାଖୋଲ : ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି । ଉଭୟେ ସ୍ୱାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ…
Read More...

ଶିକ୍ଷା ସପ୍ତାହ ଉପଲକ୍ଷେ ଜୀବନ ଲକ୍ଷ୍ୟ ପାଇଁ ସବୁଜବାହିନୀ ଦିବସ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ ଜୀବନ ଲକ୍ଷ୍ୟ ପାଇଁ ସବୁଜବାହିନୀ ଦିବସ ପାଳିତ ହୋଇଯାଇଛି । ଗଛ ଲଗାଇବାକୁ ପ୍ରୋତ୍ସାହନ ଦେବା ଓ ପରିବେଶ ସହିତ ଶିକ୍ଷାକୁ ଯୋଡିବା…
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ବିକଶିତ ଭାରତ - ୨୦୪୭ ସ୍ୱପ୍ନକୁ ସାକାର କରିବ : ପ୍ରଧାନମନ୍ତ୍ରୀବିକଶିତ ରାଜ୍ୟମାନଙ୍କ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ; ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ଧାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ବିକଶିତ…
Read More...

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୮ ରେ, 'ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ' ପାଳନ ହୁଏ । ସ୍ଵାସ୍ଥ୍ୟକର ପରିବେଶ ହେଉଛି ଏକ ସୁସ୍ଥ ସମାଜ ପାଇଁ ମୂଳଦୁଆ । ପ୍ରାକୃତିକ ସମ୍ପଦ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ଜାଗ୍ରତ କରିବା ପାଇଁ ଏହି ଦିବସ ପାଳନ ଏକ ସୁଯୋଗ…
Read More...

ଯୋୟା ଇ-ବାଇକ ସୋ’ ରୁମ୍‌ରେ ଇଣ୍ଡଷ୍ଟ୍ରି ଭିଜିଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଝରମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଇଣ୍ଡଷ୍ଟ୍ରି ଭିଜିଟରେ ସହର ସ୍ଥିତ ଯୋୟା ଇ-ବାଇକ୍ ସୋ' ରୁମ୍‌କୁ ଆସିଛନ୍ତି । ଛାତ୍ରମାନେ ସ୍କୁଲର ଶିକ୍ଷକ ଅଭିନାଶ ସିଂ ଏବଂ କପିଳାଶ କୁମ୍ଭାରଙ୍କ ସହ ଏହି ଇଣ୍ଡଷ୍ଟ୍ରି ଭିଜିଟରେ ଆସିଥିବା ବେଳେ…
Read More...

‘ମା’ ପାଇଁ ଗଛଟିଏ’ ସ୍ଲୋଗାନ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଶିବିର ଏନ୍‌.ଏସ୍‌.ଏସ୍‌. ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମା' ପାଇଁ ଗଛଟିଏ ସ୍ଲୋଗାନ ନେଇ ଜାତୀୟ ସେବା ଯୋଜନା ପିଜି ୟୁନିଟ ପକ୍ଷରୁ ଶନିବାର ବ୍ରହ୍ମପୁର…
Read More...

ସାପ କାମୁଡ଼ିବା ଘଟଣାରେ ମୃତପରିବାରବର୍ଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଞ୍ଚାୟତ ଜାମପଦର ଗାଁରେ ଗତ ୨୫ ତାରିଖ ଦିନ ସାପ କାମୁଡାରେ ୨ ଭାଇଭଉଣୀଙ୍କ ମୃତ ଘଟଣାକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଏହି ଘଟଣାକୁ ନେଇ ଶୁକ୍ରବାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରତିନିଧି ଦଳ…
Read More...