ଲାଠୋର ପୋଲିସର ସଫଳତା, ୧୩ କ୍ୱିଣ୍ଟାଲ ୧୯ କେଜି ଗଞ୍ଜେଇ ଜବତ ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ଲାଠୋର ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି । ପୋଲିସ ବିଭାଗର ଏଥିପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଆଜି ଲାଠୋର ପୋଲିସ ଲାଠୋରରୁ ଖରିଆର ରୋଡ଼ ରାସ୍ତାରେ ଥିବା ମସିଣା ଛକ ଠାରୁ ୧୩ କ୍ୱିଣ୍ଟାଲ. ୧୯ କେ.ଜି ଗଞ୍ଜେଇ ଜବତ!-->…
Read More...
Read More...