କେ. ଭି. କଲେଜରେ ବିଦାୟୋତ୍ସବ

ଉତ୍ତମ ଶିକ୍ଷକ ମାନେ ହିଁ ସୁସ୍ଥ ଓ ଶବଳ ଭାବେ ଗଢ଼ିଥାନ୍ତି ସମାଜକୁ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ଉତ୍ତମ ଶିକ୍ଷକମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି, ଏକ ସୁସ୍ଥ ଓ ଶବଳ ସମାଜ ଗଠନ କରିବାରେ । ମତ ପ୍ରକାଶ ପାଇଛି କେ. ଭି ମହାବିଦ୍ୟାଳୟର ସ୍ନାତକୋତ୍ତର…
Read More...

କେ. ଭି. ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେ. ଭି. ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଉଭୟ ଯୁକ୍ତ ୨ ଓ ୩ ତିନି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ପାଇଁ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଲୋଚନ ବର୍ମାଙ୍କ ଦ୍ୱାରା…
Read More...

ଉଡାନର ସ୍ୱାଗତ ସମାରୋହ – ୨୦୨୪ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ ତରଫରୁ ନବମ ଛାତ୍ରୀଙ୍କ 'ଉଡାନ ସ୍ୱାଗତ ସମାରୋହ - ୨୦୨୪' ଅଗଷ୍ଟ ୦୧ ତାରିଖ ଦିନ ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ଛାତ୍ରୀଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା…
Read More...

ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨, ୨୦୨୪) ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ…
Read More...

ସାହିତ୍ୟ ଏକାଡେମୀ ତରଫରୁ ନିସୀମ ଇଜିକେଲଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର

ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି ନିସୀମ ଇଜେକିଲ - ମାଲାଶ୍ରୀ ଲାଲ ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବିଶିଷ୍ଟ ଭାରତୀୟ ଇଂରାଜୀ କବି ନିସୀମ ଇଜେକେଲଙ୍କ ଉପରେ ଦୁଇ ଦିନିଆ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦ୍‌ଘାଟିତ ହୋଇଛି ।…
Read More...

ଏନ୍‌ସିସି ନିର୍ଦ୍ଦେଶାଳୟ ଡିଡିଜି କମାଣ୍ଡର ଜେ ସୁରେଶଙ୍କ ନବମ(ଓ) ବାଟାଲିୟନ ଏନ୍‌ସିସି : ରାଉରକେଲାର ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : କମାଣ୍ଡର ଜେ ସୁରେଶ, ଡିଡିଜି, ଏନ୍‌ସିସି ନିର୍ଦ୍ଦେଶାଳୟ, ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାସନ କର୍ଣ୍ଣେଲ ସଂକେତ ଦେବ ଏବଂ ସମ୍ବଲପୁର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଅମିତାଭ ରଜ୍ଝୟ, ସେନା ପଦକ ସହିତ ନବମ(ଓ) ବାଟାଲିୟନ ଏନ୍‌ସିସି, ରାଉରକେଲା ପରିଦର୍ଶନ…
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଚମ୍ପା’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଳକଣା ଗ୍ରାମର ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ତ ଫକୀର ଚରଣ ପାଢ଼ୀଙ୍କ ହଲ୍‌ବି ଲୋକକଥା ପୁସ୍ତକ 'ଚମ୍ପା' ଉତ୍କଳମଣୀଙ୍କ ସାଧନାପୀଠ ସତ୍ୟବାଦୀରେ ଲୋକାର୍ପିତ ହୋଇଯାଇଛି…
Read More...

ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ପିତା ଯାଦବ ଭୋଇଙ୍କ (୮୭) ଗୁରୁବାର ଦିନ ପରଲୋକ ହୋଇଯାଇଛି । ଖବର ପାଇ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଶେଷ ଦର୍ଶନ କରି ଗଭୀର…
Read More...

ଓକିଲ ଲାଇସେନ୍ସ ପାଇଁ ପଞ୍ଜିକରଣ ଫି ବୃଦ୍ଧିକୁ ରୋକ୍ ଲାଗିବା ସ୍ଵାଗତ ଯୋଗ୍ୟ : ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ସୁପ୍ରିମକୋର୍ଟ ନୂତନ ଭାବରେ ଆଇନକୁ ପେଶା କରିବାକୁ ଚାହୁଁଥିବା ଆଇନଜୀବୀ ମାନଙ୍କ ଠାରୁ ବିଭିନ୍ନ ରାଜ୍ୟରେ ବାର୍ କାଉନସିଲ୍ ଭିନ୍ନ ଭିନ୍ନ ଫି ଆଦାୟ କରୁଥିବା ନେଇ ଅସମ୍ମତି ପ୍ରକାଶ କରିବା ସହ ଏହା ଆଡଭୋକେଟ ଆକ୍‌ଟସ୍‌ର ବିରୁଦ୍ଧାଚରଣ…
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର…
Read More...