ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଲଢେଇ ଜାରି ରହିବ – ବଲାଙ୍ଗିର ନାଗରିକ କମିଟି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବଲାଙ୍ଗିର ନାଗରିକ କମିଟିର ସପ୍ତମ ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟ ତୁଳାଉଥିବା ସ୍ୱର୍ଗତ ଗଜେନ୍ଦ୍ର ତ୍ରିଭୁବନ ଦାସ ଭର୍ମରଙ୍କ!-->…
Read More...
Read More...