ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ…
Read More...

ମୁରିବାହାଲ ରେଳ ଫାଟକ ରାସ୍ତାରେ ବିରାଟ ଗାତ : ଯାତାୟତରେ ଅସୁବିଧା, ରେଳ ବିଭାଗର ଦୃଷ୍ଟି ପଡୁ ନି କି..?

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନର ପଶ୍ଚିମ ଦିଗକୁ ଥିବା ଆର୍‌ ଭି ଏନ୍‌ଓ ୧୩୭ ରେଳ ଫାଟକ ତାର ବାଡ ମଝିରେ ତଥା ବ୍ୟସ୍ତବହୁଳ ବଲାଙ୍ଗିର- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାରେ ଏକ ବିରାଟ ଗାତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ରେଳ…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଓ ଆଇକ୍ୟୁଏସି ସେଲ୍‌ର ମିଳିତ ଆନୁକୂଲ୍ୟରେ ‘ବିଶ୍ୱ ବାଣିଜ୍ୟ ଦିବସ’ ସୋମବାର ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ…
Read More...

ମଥୁରା ଗ୍ରାମରେ ଆଲମିରା ତାଲା ଭାଙ୍ଗି ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଘର କବାଟ ଭାଙ୍ଗି ଆଲମିରା ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ…
Read More...

ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ହାତୀନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ପାଇଁ ନିର୍ମିତ ହାତୀ ବ୍ୟାରେଜରୁ ସନ୍ଧ୍ୟା ୬ଟାରେ ପ୍ରଥମ ବନ୍ୟା ଜଳ ନଦୀଗର୍ଭକୁ ଛଡ଼ାଯାଇ ଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ହାତୀ ବ୍ୟାରେଜର ଜଳପତ୍ତନ…
Read More...

କିଶୋର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ରାଜ୍ୟ ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ଉପ-ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସଂଘର ବାର୍ଷିକ ସାଧାରଣ ବୈଠକରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ମିଶ୍ର ଅନ୍ୟ…
Read More...

ମୁରିବାହାଲ ବ୍ଳକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ମଙ୍ଗଳବାର ବ୍ଲକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୯ଟି…
Read More...

ସ୍କୁଲରୁ ଫେରିବା ସମୟରେ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ୧ ଆହତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦର୍ହ ଛକ ନିକଟରେ ଏକ ଗାଡ଼ିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାରୁ ପ୍ରଥମେ ପାଟଣାଗଡ…
Read More...

ବିଳମ୍ବିତ ରାତିରେ ମେଡିକାଲ କର୍ମଚାରୀଙ୍କୁ ମାଡ଼ : ଥାନାରେ ମାମଲା ରୁଜୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ତିତ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପର୍‌ଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୭୨/୨୪ରେ ମାମଲା ରୁଜୁ ହୋଇ ତଦନ୍ତ…
Read More...

ନିମେଇ ପାଣିଗ୍ରାହୀଙ୍କ ବିୟୋଗରେ ପଞ୍ଚମର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲି ଗବେଷକ ତଥା ଲେଖକ ନିମେଇ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ଠାରେ ଏକ ଶୋକ ସଭା ଆୟୋଜନ ହୋଇଯାଇଛି । ପଞ୍ଚମର ସଭାପତି ମୁରଲୀଧାରୀ ପତିଙ୍କ ସଭାପତିତ୍ୱରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରିବା…
Read More...