ପାୱାର ସଚିନ ପ୍ରକାଶ କଳାହାଣ୍ଡି ନୂଆ ଜିଲ୍ଲାପାଳ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହୋଇଛି । କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ପାୱାର ସଚିନ ପ୍ରକାଶ ଯୋଗଦେବେ । ସଚିନ ପ୍ରକାଶ ଏବେ ମାଲକାନଗିରିରେ ଜିଲ୍ଲାପାଳ ଅଛନ୍ତ । ଶ୍ରୀ ପାୱାର ପୂର୍ବରୁ ୨୦୨୨ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ!-->…
Read More...
Read More...