ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୯ ଆହତ, ୨ ଗୁରୁତର

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲିର କୁସନପୁରୀ ନିକଟରେ ଏକ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଏକ ଯାତ୍ରୀବାହୀ ବସ୍‌ ଓଲଟିବା ଫଳରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ…
Read More...

ଅଗଷ୍ଟ ୯ରୁ ୧୫ ପର୍ଯ୍ୟନ୍ତ ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ

ଅଗଷ୍ଟ ୧୩ରେ ଦିଲ୍ଲୀର ତିରଙ୍ଗା ବାଇକ୍ ଶୋଭାଯାତ୍ରାରେ ଯୋଗଦେବେ ସାଂସଦସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଉତ୍ସବରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଅଭିଯାନର ସଫଳତା ସୁନିଶ୍ଚିତ କରିବେ: ଗଜେନ୍ଦ୍ର ସିଂହ ଶେଖାୱତ ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର…
Read More...

ଜାତୀୟ ପୁସ୍ତକ ପ୍ରେମୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅଗଷ୍ଟ ୯ରେ 'ଜାତୀୟ ପୁସ୍ତକ ପ୍ରେମୀ ଦିବସ' ପାଳନ କରାଯାଏ । ଏହି ଦିନ, ପୁସ୍ତକ ପ୍ରେମୀମାନେ ସେମାନଙ୍କର ପ୍ରିୟ ହବି ବା ନିଜର ଆନନ୍ଦ ପାଇଁ ମନର ଇଛା- ବହି ପଡିବାରେ ଲିପ୍ତ ରୁହନ୍ତି । ବହି ପଢିବାରେ ଅନେକ ଲାଭ ଅଛି । ଏହା ଶବ୍ଦକୋଷ…
Read More...

ସଇଁତଲାରେ ବ୍ଲକସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଉଦ୍‌ଯାପିତ : ୩ ଜଣ ଛାତ୍ରଛାତ୍ରୀ ପୁରସ୍କୃତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହଯୋଗରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜକରେ ବ୍ଲକସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ୨୦୨୪-୨୫ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ…
Read More...

ଡେଲାଙ୍ଗ ବ୍ଲକରେ ଭିନ୍ନକ୍ଷମ ଚିହ୍ନଟ ଓ ଚିକିତ୍ସା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷ ପରିସରରେ ସୋମବାର ଏକ ଭିନ୍ନକ୍ଷମ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଜାତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ…
Read More...

ଅଲେଖ ମହିମା ଧର୍ମୀ ସାଧୁ ନୃସିଂହ ଦାସ

ବହୁମୁଖି, ବହୁ ଭାଷା ଓ ଜ୍ଞାନର ଗନ୍ତାଘର ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ଼, ଓଡିଶା ରାଜ୍ୟରେ ମହିମା ଧର୍ମି ସାଧୁ ନୃସିଂହ ଦାସ ଏକ ପରିଚିତ ଚେହେରା । ସଂପ୍ରତି ପାଇକମାଲ ବ୍ଲକ ଗୋପପୁର ମହିମା ଆଶ୍ରମରେ ଅବସ୍ଥାନ କରୁଛନ୍ତି । ସେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।…
Read More...

ଖାଦ୍ୟ ନିଗମ ସଭ୍ୟ ହେଲେ ପ୍ରଶାନ୍ତ କୁମାର ନାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କେନ୍ଦ୍ର ଖାଦ୍ୟ ନିଗମ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି । ଓଡିଶାରୁ ୨ ଜଣ ସଦସ୍ୟ ମନୋନିତ ହୋଇଥିବା ବେଳେ ଶ୍ରୀ ନାୟକ ନାମ ଘୋଷଣା କରାଯିବା ପରେ ତାଙ୍କୁ ବିଭିନ୍ନ ମହଲରୁ…
Read More...

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଆଞ୍ଚଳିକ କମିଟି ତରଫରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ବରିଷ୍ଟ ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦେବାଶିଷ…
Read More...

ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଚଳିତ ଅଗଷ୍ଟ ୨୧, ୨୨ ଓ ୨୩ତାରିଖ ତିନି ଦିନ ଧରି ଉଭୟ ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା…
Read More...

ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ଆନ୍ଦୋଳନ ଅବ୍ୟାହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମାଟିଖାଲ ଠାରେ ଅବସ୍ଥାପିତ ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନରେ ନିୟୋଜିତ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟ କରି ଆସିବା ପରେ ଆଜି ଉକ୍ତ ପ୍ରତିଷ୍ଠାନ କାର୍ଯ୍ୟରେ ଛଟେଇ କରିଥିବା ନେଇ ଏକ ଉଦ୍‌ବେଗର ବିଷୟ ହୋଇଛି ।…
Read More...