ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିସିଟିଭି ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପୁରାତନ ବିଦ୍ୟାଳୟ ମଧ୍ୟରୁ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କମିଟିର ନିଜସ୍ଵ ପାଣ୍ଠିରୁ ଲଗାଯାଇଥିବା ସିସିଟିଭିର ଉଦ୍‌ଘାଟନ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ…
Read More...

ପାଇକମାଲ ବ୍ଲକ ପରିସରରେ ଅନୁପ୍ରବେଶକାରୀ ବିତାଡିତ କରିବାକୁ ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଞ୍ଚଳ ପରିସରରେ ଅଣଉପଚାରିକ ଭାବରେ ଦୀର୍ଘ ଦିନ ଧରି ବସବାସ କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ପାଇକମାଲ ତଥା ପଶ୍ଚିମ ଓଡ଼ିଶାର ନୃସିଂହନାଥ ପର୍ଯ୍ୟଟନ…
Read More...

ରାଉରକେଲା କଲେଜରେ ବିଶ୍ୱ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜରେ ବିଶ୍ୱ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍‌ ଦ୍ୱାରା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ମାନେ ମହାବିଦ୍ୟାଳୟର ପଡିଆ ଠାରେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏନ୍.ଏସ୍.ଏସ୍‌.ର ବିଭାଗୀୟ ଅଧିକାରୀ ଅଧ୍ୟାପକ ସଞ୍ଜୟ ଟିଗା ଏବଂ ଅଧ୍ୟାପିକା ବୁନୀ…
Read More...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେଞ୍ଚ ଓ ଅଦାଲତରେ ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ଲୋକସଭାରେ ସାଂସଦ ପ୍ରଦୀପ…

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଓଡ଼ିଆ ହାଇକୋର୍ଟର ସର୍କିଟ୍ ବେଞ୍ଚ ସ୍ଥାପନ ତଥା ନିମ୍ନ ତଥା ଉଚ୍ଚ ଅଦାଲତରେ ଆଞ୍ଚଳିକ ଭାଷାର ବ୍ୟବହାର କରାଯାଉ । ଓଡ଼ିଶା ହାଇକୋର୍ଟ ତଥା ରାଜ୍ୟର ନିମ୍ନ ଅଦାଲତଗୁଡ଼ିକରେ ଓଡ଼ିଆ ଭାଷାରେ ଜବାବ ସୁଆଲ ବ୍ୟବସ୍ଥା କରିବାକୁ ଆଜି ଲୋକସଭାରେ…
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳରେ କୌତୁକ ବେଶ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗଷ୍ଟ ୯ ତାରିଖ ଦିନ ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ 'ଜେନିଥ୍ ଲାୟନ୍ସ ଗୁରୁକୁଳ' (ଜୁନିୟର ୱିଙ୍ଗ୍)ରେ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ତଥା ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଏକ କୌତୁକ ବେଶ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏଥିରେ ବହୁ…
Read More...

ଜାତୀୟ ସେବା ଯୋଜନା ଅଧିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ଅଧିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏକ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସ୍ନାତକୋତ୍ତର ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ…
Read More...

ଯୁବ କଂଗ୍ରେସ ପକ୍ଷରୁ ପ୍ରତିଷ୍ଠା ଦିବସ ଓ କ୍ରାନ୍ତି ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀନଗର ପଡା ସ୍ଥିତ ଗାନ୍ଧୀ ପ୍ରତିମା ନିକଟରେ, ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ କମିଟି ଦ୍ଵାରା କ୍ରାନ୍ତି ଦିବସ ପାଳନ କରାଗଲା । କ୍ରାନ୍ତି ଦିବସ ଭାରତୀୟ…
Read More...

ରୋତ୍‌ କଲେଜରେ ଅଗଷ୍ଟ କ୍ରାନ୍ତି ଓ ଆଦିବାସୀ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ…
Read More...

ଦ୍ୱିତୀୟ ଥର ପାଇଁ ଏନ୍‌ଏସି ଅନସ୍ଥା ଭୋଟ ସ୍ଥଗିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦ୍ୱିତୀୟ ଥର ପାଇଁ ଅନାସ୍ଥା ଭୋଟ ସ୍ଥଗିତ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍‌ଏସିରେ ଆଜି ଦ୍ୱିତୀୟ ଥର ପାଇଁ ଅନସ୍ଥା ଭୋଟ ସ୍ଥଗିତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ଅନସ୍ଥା ଭୋଟ ଥିଲା । କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦେହ…
Read More...