ସ୍ୱସ୍ତି ସାହିତ୍ୟ ସଂସଦର ସାରସ୍ୱତ ସମାବେଶ
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଓ ଛେଣ୍ଡ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡ. ବିଭୁତି ଭୂଷଣ ପଣ୍ଡାଙ୍କ ପୌରହିତ୍ୟ ଓ ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି!-->…
Read More...
Read More...