ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଁରେ ଅସୁରକ୍ଷିତ ଅବସ୍ଥାରେ ପାଣିଟାଙ୍କି
ଆଗଲପୁର, (କେପିଏନ୍ଏସ୍) : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିଜ ଗାଁ ନଅଗାଁ (ଖ)ର ପିଇବା ପାଣିଟାଙ୍କି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି । ଗାଁରେ ୨ଟି ଯାକ ପାଣିଟାଙ୍କିର ଢାଙ୍କୁଣୀ ନାହିଁ । ବର୍ଷା ଦିନରେ ଗୋଳିଆ ପାଣି ପଶି ଟାଙ୍କି ପାଣି ଖରାପ ହେବାର ଆଶଙ୍କା ଥିଲେ ମଧ୍ୟ!-->…
Read More...
Read More...