ଉତ୍କଳ ଗ୍ରନ୍ଥାଗାରିକ ସଂଘ ଓଡିଶା ଦ୍ୱାରା ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଉତ୍କଳ ଗ୍ରନ୍ଥାଗାରିକ ସଂଘ (ପଶ୍ଚିମ ସଂଭାଗ )ତରଫରୁ ବଲାଙ୍ଗିର ଜିଲ୍ଲା ଗ୍ରନ୍ଥାଗାରିକ ସଂଘ ଦ୍ୱାରା ଆୟୋଜିତ ଜାତୀୟ ଗ୍ରନ୍ଥାଗାରିକ ଦିବସ ତଥା ଗ୍ରନ୍ଥ ଓ ସୂଚନା ବିଜ୍ଞାନର ଜନକ ପଦ୍ମଶ୍ରୀ ପ୍ରଫେସର ଶିଆଳି ରାମମ୍ରିତା ରଙ୍ଗନାଥନଙ୍କ ୧୩୨ ତମ…
Read More...

ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ପୂର୍ବ ସୂଚନା ନଥିବାରୁ ଜନ ପ୍ରତିନିଧି ମାନଙ୍କ କ୍ଷୋଭ ପ୍ରକାଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା…
Read More...

ବାଲିଗୁଡାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର…
Read More...

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ମାଁ ବିନ୍ଧ୍ୟବାସିନୀ ଦୈବୀ ମନ୍ଦିର ପ୍ରାଙ୍ଗଣରେ ଥିବା ବିନ୍ଧ୍ୟବାସିନୀ ସଭା ଗୃହରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି…
Read More...

ପାଇକମାଲରେ ଘର ଘର ତ୍ରିରଙ୍ଗା ଯାତ୍ରାର ମହାସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକସ୍ତରୀୟ ତ୍ରିରଙ୍ଗା ଯାତ୍ରାର ମହାସମାବେଶ ଆୟୋଜିତ ହୋଇଯାଇଛି । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ତ୍ରିରଙ୍ଗା ଯାତ୍ରାର ମହାସମାବେଶ…
Read More...

ଘରେ ଘରେ ତ୍ରିରଙ୍ଗା ଅଭିଯାନ : ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ଅଭିଯାନରେ ସାମିଲ ହେଲେ ସ୍ଥାନୀୟ ବିଧାୟକ, ଲୋକ ପ୍ରତିନିଧି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଦେଲେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବରଗଡ, (ନିରୋଜ କୁମାର ପାଣୀ) : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ…
Read More...

ବିରଳ ରକ୍ତଦାନ କରି ଜୀବନ ବଞ୍ଚାଇଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ମାଲିଶ୍ରୀଗୁଡି ଗ୍ରାମର କଳ୍ପନା ପ୍ରଧାନଙ୍କ ଜ୍ଞାନିକରେ ସମସ୍ୟା ଯୋଗୁଁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଓ ନେଗେଟିଭ୍ ରକ୍ତର ଆବଶ୍ୟକ ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ…
Read More...

ଧାତୁକିପାଲି ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ

ଏସ୍‌. ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ନ୍ୟାୟ ଓ ଶାସକ୍ତିକରଣ ବିଭାଗର ଆହ୍ୱାନରେ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆମ ଦେଶ ଭାରତ ୭୮ ତମ ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଥିବା…
Read More...

ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ୍‌ : ବିଜେଡ଼ି ସମର୍ଥିତ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟ୍‌…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ଆଜି ସ୍ୱତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ୍‌ ଗ୍ରହଣ ହୋଇଯାଇଛି । ଆଜି ଭୋଟ୍‌ ଗ୍ରହଣ ପ୍ରକିୟା ହୋଇଥିଲା ୨୦ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ବିଜେଡିର ୧୮ ଜଣ କାଉନ୍‌ସିଲର୍‌ଙ୍କ ସମେତ ଭାଜପା ଓ…
Read More...

ତୁରେକେଲା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଣ୍ଟାବଞ୍ଜି, (ଜୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ତୁରେକେଲା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଏସ୍‌ପି ରିଷିକେଶ ଖିଲାରୀଙ୍କ ସହ…
Read More...