ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

ବରଗଡ଼ : ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ (୭୦)ଙ୍କ ଆଜି ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ । ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିଲେ । ଏଣେ…
Read More...

ଗଞ୍ଜାମ ଜିଲ୍ଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ : ଆନ୍ଦୋଳନ ପାଇଁ ସଜବାଜ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମ୍ପ୍ରତି କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭବର କଟୁ ସମାଲୋଚନା କରାଯାଇ ପ୍ରତିବାଦ କରାଯାଇଛି । ସ୍ଥାନୀୟ ନବୀନ ଭବନରେ ଗଞ୍ଜାମ ଜିଲା ବିକାଶ ମଞ୍ଚ ତରଫରୁ ଆହୂତ ଏକ ବୈଠକରେ କେନ୍ଦ୍ର ତଥା ରାଜ୍ୟ ସରକାର…
Read More...

ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି କେବୁଲ ଲୁଟ୍‌ ମାମଲା : ୬ ଜଣଙ୍କୁ କାବୁ କଲା ପୁଲିସ, ଜଣେ ଫେରାର୍‌

ବାଇକ୍‌ ସମେତ ଚୋରୀ ସାମଗ୍ରୀ ଉଦ୍ଧାର ମୁନିଗୁଡ଼ା, (ରମାକାନ୍ତ ପଢାଲ) : ରାଜସ୍ଥାନ ଠାରୁ ବେଦାନ୍ତ କମ୍ପାନୀକୁ ଆସୁଥିବା ଏକ ବିଦ୍ୟୁତ୍‌ ତାର ବୋଝେଇ ଟ୍ରକ୍‌ରୁ ଲୁଟ୍‌ ହୋଇଥିବା ବିଦ୍ୟୁତ୍‌ ତାର ଜବତ କରିବା ସହ ଘଟଣାରେ ଜଡିତ ୬ ଜଣ ଅଭୁଯୁକ୍ତଙ୍କୁ ଗିରଫ କରିଛି ଅମ୍ବାଦଳା ପୋଲିସ । ଗତ ୪…
Read More...

ଛତ୍ରପୁର ସରକାରୀ ଆଇ. ଟି. ଆଇ.ରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୀଳାଚଳ ସେବା ପ୍ରତିଷ୍ଠାନ, ଦୟାବିହାର, କଣାସ, (ପୁରୀ ଜିଲ୍ଲା) ସୌଜନ୍ୟରେ ଏବଂ ନିଶା ନିବାରଣ କେନ୍ଦ୍ର(ନବଜୀବନ-୨) ଛତ୍ରପୁର ଆନୁକୁଲ୍ୟରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ସୋମବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ଶିଳ୍ପ ଅନୁଷ୍ଠାନ…
Read More...

କୁର୍ଲୀ ଠାରେ ସଡ଼କ ଦୁର୍ଘଟଣା : ସାଇକେଲକୁ ଧକ୍କା ଦେଲା ବସ୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଠାରୁ କୁର୍ଲୀ ରାସ୍ତା ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ସାଇକେଲ ଆରୋହୀଙ୍କୁ ବସ୍‌ ଧକ୍କା ଦେଇଛି । ସୂଚନା ଅନୁସାରେ କୁର୍ଲୀ ଗ୍ରାମର କୀର୍ତ୍ତନ ରଣା ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ଦୃତଗତିରେ ଆସୁଥିବା…
Read More...

ସଇଁତଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ସୋମବାର ନୂତନ ଅଧିକାରୀ ଭାବେ ସୁଶାନ୍ତ କୁମାର ବଢ଼େଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି । ସେ ଏହି ଥାନା ମାତ୍ର ୬ ମାସ ଧରି ଲୋକଙ୍କ…
Read More...

ସାପ କାମୁଡାରେ ରୁକ୍ମିଣୀ ଗାଁର ଦୁଃଶାସନଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତର ରୁକ୍ମିଣୀ ଗାଁର ଦୁଃଶାସନ ନାୟକ (୪୭)ଙ୍କୁ ସାପ କାମୁଡ଼ି ଦେଇବାରୁ ଘଟଣାସ୍ଥଳରେ ତା'ର ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉକି, ଦୁଃଶାସନ ବିଲରେ କାମ କରୁଥିବା ବେଳେ ଅପରାହ୍ନ ୩.୩୫ ମି଼ ସମୟରେ…
Read More...

ବିଶ୍ୱ ଅଙ୍ଗ ଦାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଙ୍ଗ ଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ବିଶ୍ୱ ଅଙ୍ଗ ଦାନ ଦିବସ' ପ୍ରତିବର୍ଷ ଅଗଷ୍ଟ ୧୩ରେ ପାଳନ କରାଯାଏ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗ ଦାନ କରିବାର…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁବ-ରେଡ୍‌କ୍ରସ୍‌ ଓ ବ୍ରହ୍ମପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅରୁଣା’ର ମିଳିତ ଆନୁକୁଲ୍ୟରେ ‘ଆନ୍ତର୍ଜାତୀୟ ଯୁବ ଦିବସ’ ସୋମବାର ମହାବିଦ୍ୟାଳୟସ୍ଥ ସଭାଗୃହରେ ବେଶ୍‌ ଉତ୍ସାହର ସହିତ ପାଳିତ ହୋଇଯାଇଛି…
Read More...

ଛତ୍ରପୁର ଏନ୍. ଏ. ସି. ବୈଠକରେ ତାତିଲେ କାଉନ୍‌ସିଲର୍‌

ନିର୍ବାହୀ ଅଧିକାରୀଙ୍କୁ କଡା-ସମାଲୋଚନା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍. ଏ. ସି.ର ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି । ବର୍ତ୍ତମାନ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଫିସରେ ଠିକ୍ ଭାବେ ରହୁନାହାନ୍ତି…
Read More...