ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ସାଂସଦଙ୍କ ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା

ଏହି ଦିନଟି ବିକଶିତ ଭାରତ ୨୦୪୭ ପାଇଁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣୀୟ ହୋଇ ରହିବ : ଉପରାଷ୍ଟ୍ରପତି ଜଗଦୀପ ଧନଖଡଏହି ଶୋଭାଯାତ୍ରା ଆମ ଏକତା ଓ ଶକ୍ତିର ପ୍ରତୀକ : ଗଜେନ୍ଦ୍ର ସିଂହ ଶେଖାୱତ ନୂଆଦିଲ୍ଲୀ, (ପିଆଇବି) : ଅଗଷ୍ଟ ୧୩ ତାରିଖରେ ଦିଲ୍ଲୀର ରାଜରାସ୍ତାରେ ହର ଘର ତ୍ରିରଙ୍ଗା ମୋଟର…
Read More...

ଅଜଣା ରୋଗରେ ୩ ମୃତ : ଭୟଭୀତ ଗ୍ରାମବାସୀ

ନବରଙ୍ଗପୁର, (ବିଷ୍ନୁ ପ୍ରସାଦ ବିସୋଇ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡାରେ ୩ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କ କହିବାନୁଯାୟୀ ମୃତ୍ୟୁ ହୋଇଥିବା ବ୍ୟକ୍ତି ଥରେ ବା ୨ ଥର କଳା ଝାଡା ଓ ବାନ୍ତି କରିଛି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି…
Read More...

କେରଳ ଭୂସ୍କଳନ ପ୍ରପୀଡ଼ିତଙ୍କ ପାଇଁ ସିପିଆଇଏମ୍‌ର ରିଲିଫ ସଂଗ୍ରହ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ କେନ୍ଦ୍ର କମିଟି ଆହ୍ୱାନରେ ପାର୍ଟିର ସମସ୍ତ କମିଟି କେରଳ ଭୂସ୍କଳନ ପ୍ରପୀଡ଼ିତଙ୍କ ସମେତ ଆମ ଦେଶର ବିଭିନ୍ନ ରାଜ୍ୟରେ ଆସିଥିବା ବନ୍ୟା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତ ମାନଙ୍କୁ ରିଲିଫ୍ ସହାୟତା ଯୋଗାଇଦେବା ପାଇଁ ରିଲିଫ ସଂଗ୍ରହ ଅଭିଯାନ…
Read More...

ଟିଟିଲାଗଡ଼ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ : ୩୦୦ ମିଟର ଲମ୍ବର ଜାତୀୟ ପତାକାକୁ ଧରି ସହର ପରିକ୍ରମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପି ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆହ୍ଵାନ କ୍ରମେ ମଙ୍ଗଳବାର…
Read More...

ନର୍ଲା ରୋଡ୍‌ରେ ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ନର୍ଲା ରୋଡ଼ରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ଚାଲିଛି । ନର୍ଲା ରୋଡ୍‌ର ବ୍ୟବସାୟୀ ମୁକେଶ କୁମାର ଅଗ୍ରୱାଲଙ୍କ ବାସ ଭବନ ଓ ଗୋଦାମ ଗୃହ ଠାରେ ଭବାନୀପାଟଣା ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି । ସୂଚନା ମୁତାବକ…
Read More...

ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ 'ଜାତୀୟ କୃମିନାଶକ କାର୍ଯ୍ୟକ୍ରମ' ଭବାନୀପାଟଣା ସତ୍ୟସାଇ ବିଦ୍ୟା ମନ୍ଦିରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଚେତା ପାଣିଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରାଯାଇଛି । ଏହି…
Read More...

ପଶ୍ଚିମ ଓଡିଶା ଓଏସ୍ଇଏଫ୍‌ଡ଼ି ଶାଖା ପକ୍ଷରୁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଗଣଶିକ୍ଷା ମନ୍ତ୍ରୀଙ୍କ…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ପଶ୍ଚିମ ଓଡିଶା ଓଏସ୍ଇଏଫ୍‌ଡ଼ି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲା ସଭାପତି ଅନନ୍ତ ନାୟକଙ୍କ ନେତୃତ୍ୱରେ ଉପ ସଭାପତି ଅଶ୍ୱିନ ଛତ୍ରିଆ, ସମ୍ପାଦକ ଅନନ୍ତ ଛତ୍ରିଆ, ସହ ସମ୍ପାଦକ ଅରକ୍ଷିତ କଣ୍ଟା, ପଶ୍ଚିମ ଓଡିଶା ଆଇଟି ସେଲ ସଂଯୋଜକ କ୍ଷୀରମୋହନ…
Read More...

ମଙ୍ଗଳପୁର ମହିମା ଆଶ୍ରମରେ ନବାନ୍ନ ଲାଗି ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ହାତୀ ନଦୀ ବେରେଜ ତଟ ପାହାଡ ଉପରେ ପ୍ରକୃତିର ଗନ୍ତାଘର ସାଜିଥିବା ମହିମା ଆଶ୍ରମରେ ନବାନ୍ନ ଲାଗି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି…
Read More...

ହର ଘର ତ୍ରିରଙ୍ଗା ଅବସରରେ ବିଶାଳ ପଟୁଆର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ପଟୁଆର ତ୍ରିରଙ୍ଗାରେ ସଜେଇ ହୋଇ ନଗର ପରିକ୍ରମା କରିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ କର୍ମଚାରୀ,…
Read More...

ବଲାଙ୍ଗିର ଜିଲ୍ଲା ଯୁବ ରେଡ୍‌କ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ଯୁବ ରେଡ୍‌କ୍ରସ୍‌ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ରେଡ୍‌କ୍ରସ୍‌ର ବାର୍ଷିକ ଯୋଜନା…
Read More...