ଗୋପବନ୍ଧୁ ପାଠାଗାରରେ ଚାଲିଥିବା ତ୍ରିଦିବସୀୟ ପାଲା ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାର ଏବଂ ଛେଣ୍ଡ ସାଂସ୍କୃତିକ ସଂଘର ମିଳିତ ସହଯୋଗରେ ଦୀର୍ଘ ୪ ଦିନ ଧରି ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଓ ତ୍ରିଦିବସୀୟ ପାଲା ଗାୟକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ…
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଓ ଛେଣ୍ଡସ୍ଥିତ ସଞ୍ଜିଭିତ୍ ହେଲଥ୍ କେୟାର ସେଣ୍ଟରର ମିଳିତ ସହଯୋଗରେ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ହେଲଥ୍ କେୟାର ସେଣ୍ଟରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ…
Read More...

ବୋଲଧା ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ବିପଦପୂର୍ଣ୍ଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ନାଗପଡା ପଞ୍ଚାୟତ ଅଧିନରେ ଥିବା ବୋଲଧା ଗ୍ରାମର ଗାଁ ବସ୍ତିରେ ଥିବା ମୁଖ୍ୟ ରାସ୍ତା ମରଣଜନ୍ତା ପାଲଟିଛି । ଏହି ଗାଁ ବସ୍ତିର ରାସ୍ତା ପିଡବ୍ଲୁଡି ରାସ୍ତାକୁ ସଂଯୋଗ କରୁଛି । ଗାଁ ବସ୍ତିର ରାସ୍ତାରୁ ପିଡବ୍ଲୁଡି…
Read More...

ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସଚେତନତା ଓ ମାଗଣା ଚିକିତ୍ସା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଆସୁଥିବା ଧନ ସୁଳୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ଜନକଲ୍ୟାଣ କାରି ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଵାସ୍ଥ୍ୟ ସେବା ଓ ତତ୍ ସମ୍ପର୍କିତ ସଚେତନତା ପାଇଁ…
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ, ମହାବିଦ୍ୟାଳୟର ଦ୍ୱତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଉଭୟ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ…
Read More...

ବିଶ୍ୱ ରୋଷେଇ ଘର ଉଦ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୫ ଅଗଷ୍ଟ ବିଶ୍ଵ ରୋଷେଇ ଘର ଉଦ୍ୟାନ ଦିବସ, ଯାହା ମାସର ଶେଷ ରବିବାରରେ ପାଳନ ହୋଇଥାଏ । ସାଙ୍କେତିକ ଭାବରେ, ଗ୍ରୀଷ୍ମ ଋତୁର ଶେଷ ସମୟକୁ ଏହା ପ୍ରତିପାଦିତ କରେ । ଏହି ପାଳନ ହେଉଛି ଅଳ୍ପ ପରିମାଣରେ ଉତ୍ପାଦିତ ଖାଦ୍ୟର ବାର୍ଷିକ, ବିକେନ୍ଦ୍ରୀକରଣ…
Read More...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ୪ ଗିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଗୁଡ଼ିମୁଣ୍ଡା ଗ୍ରାମରେ ଜନୈକ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଆକ୍ରମଣର ଶିକାର ହୋଇଥିବା ଦାମୋଦର କଠାରଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି…
Read More...

ବିରଞ୍ଚି ଦାଶ ପୂଜ୍ୟପୂଜା ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ବଲାଙ୍ଗିରର ୧୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପତିତପାବନ ଏକାଡେମୀର ସଭା କକ୍ଷରେ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୁରୁଶ୍ରୀ…
Read More...

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶତମ ବଳିଦାନ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ…
Read More...

ସାଂପ୍ରତିକ ପରସ୍ଥିତିରେ ଖାଦ୍ୟ ସୁରକ୍ଷା ସହ ଜୈବିକ ଖାଦ୍ୟକୁ ପ୍ରାଧାନ୍ୟ ଦେବାର ସମୟ ଆସିଛି : ପଦ୍ମଶ୍ରୀ ସାବରମତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାରା ବିଶ୍ୱରେ ଖାଦ୍ୟ ସଂକଟ ବଢିବାରେ ଲାଗିଥିବା ବେଳେ ଖାଦ୍ୟ ସୁରକ୍ଷା ତଥା ଜୈବିକ ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ପଦ୍ମଶ୍ରୀ ସାବରମତି । ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମୁପୁର ବିଶ୍ୱବିଦ୍ୟାଳୟର ନୂତନ…
Read More...