କେନାଲରେ ବୁଡ଼ି ଯୁବକ ମୃତ

ସାଲେପୁର : କେନାଲ ପାଣିରେ ବୁଡ଼ି ପ୍ରାଣ ହରାଇଲେ ଯୁବକ । କେନାଲ ବନ୍ଧ ରାସ୍ତାରେ ଯିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲେ । ମୃତ ଯୁବକ ଜଣକ ସୁକାନ୍ତ କୁରାର ସେଠୀ (୨୪) ବୋଲି ଜଣାପଡ଼ିଛି । ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତ ଅଧିନସ୍ଥ ବାହାବଳପୁର ଗ୍ରାମରେ ଏଭଳି…
Read More...

ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହ, ଡିଜିଟାଲ ସାକ୍ଷରତା ଅଭିଯାନ ଓ ସଶକ୍ତିକରଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହକୁ ସ୍ମରଣୀୟ କରିବା ପାଇଁ ଏକ ହୃଦୟସ୍ପର୍ଶୀ ପଦକ୍ଷେପରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ, ବୃଦ୍ଧମାନଙ୍କ ପାଇଁ ଏକ ଡିଜିଟାଲ ସାକ୍ଷରତା ଅଭିଯାନର ଆୟୋଜନ କରିଥିଲା । ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍‌ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ‌ । କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି ।ଏନେଇ ଗ୍ରାମବାସୀ ପଚାରିଲେ ବନ ବିଭାଗ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ତା-୨୪/୦୮/୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଶାବରମତୀ ଏକ ଗଛ ଲଗାଇ ଶୁଭାରମ୍ଭ କରିଥିଲେ । ବିଶ୍ୱବିଦ୍ୟାଳୟର…
Read More...

ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଘରୁ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ଛାନ୍‌ଭିନ୍ କରୁଛି ପୋଲିସ । ସୂଚନା ଅନୁଯାୟୀ, ସ୍ତନ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା…
Read More...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମଞ୍ଚ, ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌, ଇଡ୍‌କୋର ପ୍ରତିନିଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପେଶା ଆଇନକୁ କାର୍ଯ୍ୟକାରୀ କରିବା ଓ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା, ସେମାନଙ୍କ ଅଧିକାର, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ଶିଶୁ ବିଦ୍ୟାର୍ଥୀମାନଙ୍କ ଅଧିକାର ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ବିଷୟରେ ଆଲୋଚନା ପାଇଁ ଶନିବାର…
Read More...

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ : ୨ ଅଟକ

ଭୁବନ : ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍‌କୁ ଶନିବାର ବିଳମ୍ବିତ ରାତ୍ରିରେ ଜବତ କରିଛି ପୋଲିସ । ସୂଚନାନୁସାରେ, କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଅଞ୍ଚଳରୁ ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଯାଜପୁର ଅଞ୍ଚଳକୁ ଯାଉଥିଲା । ଖବର ପାଇ ସୁରପ୍ରତାପୁର ଫାଣ୍ଡି ପୋଲିସ ଗାଡିକୁ…
Read More...

ଓଲଟିଲା ଯାତ୍ରୀବାହୀ ବସ୍ ; ଏକାଧିକ ଯାତ୍ରୀ ଆହତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଫାଇଭ୍ ଷ୍ଟାର ନାମକ ଏହି ବସ୍‌ଟି ଓଲଟି ପଡ଼ିଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନା ଯୋଗ୍ୟ ଯେ, କୃଷ୍ଣପ୍ରସାଦ-ମୋରଡ଼ା-ମାଲୁଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଏକାଧିକ…
Read More...

ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତର କରାତଳି ଗ୍ରାମରେ ଦିବ୍ୟଜୀବନ ସଂଘ ମା' ରାମଚଣ୍ଡୀ ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ…
Read More...

ବଇରାସର ଶିବ ମନ୍ଦିରରୁ ଚୋରି

ତରଭା : ବଲାଙ୍ଗିର ଜିଲ୍ଲା ପୁଇଁଥିଲା ବ୍ଳକ ବଇରାସର ଶିବ ମନ୍ଦିରରୁ ଗତ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହେଇଛି । ଏନେଇ ପୂଜାରୀ ରିନା ଥନାପତି ବଇରାସର ପୁଲିସ ବିଟ୍‌ରେ ଅଭିଯୋଗ କରିଥିଲେ । ସଦର ବିଟ୍‌ ଅଧିକାରୀ ଏଏସଆଇ ଅଜିତ କୁମାର ସାହୁ ଘଟଣାସ୍ଥଳକୁ ପହଞ୍ଚି ପୁଇଁନ୍ତଲା…
Read More...