ବିଶ୍ୱ ରୋଗୀ ସୁରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରୋଗୀ ସୁରକ୍ଷା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟସେବାରେ ନିରାପତ୍ତା ବୃଦ୍ଧି ପାଇଁ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ହିତାଧିକାରୀମାନଙ୍କୁ ନିରାପଦ ସ୍ୱାସ୍ଥ୍ୟସେବା କୈ।ଶଳ ପାଇଁ ଏକଜୁଟ କରିବା ପାଇଁ 'ବିଶ୍ଵ ରୋଗୀ…
Read More...

ସୁଭଦ୍ରା ଯୋଜନା ଶୁଭାରମ୍ଭ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ଵର ଗଲେ ୧୦୦ ଜଣ…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସନ୍ତା ୧୭ ସେପ୍ଟେମ୍ବରରେ ଲାଭାରଥିମାନଙ୍କୁ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ…
Read More...

ସ୍ୱରାଗିଣୀର ମାଁ ଖୁଦୁରୁକୁଣୀ ମେଲଣରେ ୪୫ ଟି ମୂର୍ତ୍ତିର ଅଂଶଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ତୃତୀୟ ମାଁ ଖୁଦୁରକୁଣୀ ମେଲଣ ସେକ୍ଟର ୨୦ । ଡି - ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର…
Read More...

ପୁନେରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପୁନେ : ମହାରାଷ୍ଟ୍ର ସ୍ଥିତ ପୁନେ ସହରରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସ୍ଥାନୀୟ କଳ୍ପତରୁ ହଲ୍‌ ଠାରେ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପାରମ୍ପରିକ ରଙ୍ଗବେରଙ୍ଗର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଉପସ୍ଥିତ ଓଡ଼ିଆ ପରିବାର ମା'…
Read More...

ବଲାଙ୍ଗିର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ କ୍ରା୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସଂଘ ସଭାପତି ବିରେନ୍‌ ମିଶ୍ର ଓ ସମ୍ପାଦକ ଅଶ୍ୱିନୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ବାସୁଦେବ ନାଥ କର୍ତ୍ତା ଭାବେ ଯୋଗ ଦେଇଥିଲେ ।…
Read More...

କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ କର୍ମଶାଳା

ଶିଶୁକୁ ଗଢି ତୋଳିବାରେ ମାଁର ଭୂମିକା ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାଟିକା ବିଭାଗରେ ମାତୃ କର୍ମଶାଳା ଆୟୋଜିତ ହୋଇଯାଇଛି । ପୁଇଁନ୍ତଲା ଗୋଷ୍ଠି ସାଧନ କର୍ମୀ ଅଳକା ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ…
Read More...

ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଂସ୍କୃତି ଭବନ ସଭା ଗୃହରେ ଆଜି ସହରର ସ୍ୱଳ୍ପ ସଂଚୟ ଜମାକାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିରରେ ବଲାଙ୍ଗିର…
Read More...

କଣ୍ଟାବାଞ୍ଜିରେ ମହମ୍ମଦଙ୍କ ଜନ୍ମଦିନ ପାଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ମୁସଲମାନ ସମ୍ପ୍ରଦାୟ ତରଫରୁ ଇଦ ଉଲ୍ ମିଲାଦ ଉନ ନବି ତଥା ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଉତ୍ସବ ପାଳନ ଅବସରରେ ମୁସଲମାନ ଭାଇଭଉଣୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା କଣ୍ଟାବାଞ୍ଜି ସହର ପରିକ୍ରମା କରିଥିଲା । ମାନବତା,…
Read More...

ମୁରିବାହାଲର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକର ବିଭିନ୍ନ ସ୍ଥାନରେ ସୋମବାର ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ବିଭିନ୍ନ ରୀତିନୀତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଗୁଡ଼ିଘାଟ ବିଦ୍ୟୁତ ବିଭାଗର ଗ୍ରୀଡ଼ ସବଷ୍ଟେସନରେ ବିଶ୍ଵକର୍ମା ପୂଜା…
Read More...

ସୁନାମଧନ୍ୟ କୀର୍ତ୍ତନ ଗାୟକ ଇନ୍ଦ୍ରମଣୀ ପଧାନଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ଗାଁର ସୁନାମଧନ୍ୟ କୀର୍ତ୍ତନ ଗାୟକ ଗୁରୁଶ୍ରୀ ଇନ୍ଦ୍ରମଣୀ ପଧାନଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ପଡ଼ିଆବାହାଲ ସ୍ଥିତ ବାସଭବନରେ ସୋମବାର ଦିନ ତାଙ୍କ…
Read More...