ଜିଲ୍ଲା ବ୍ରାହ୍ମଣ ମହାସଭାର ବାମନ ଜନ୍ମୋତ୍ସବ ସହିତ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ମହାପ୍ରଭୁ ବାମନ ଜନ୍ମୋତ୍ସବ ସହିତ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାମନ ଜନ୍ମ ପୂଜନୋତ୍ସବରେ ପୂଜକ ପଣ୍ଡିତ ସନ୍ତୋଷ ଶତପଥି ମହୋଦୟ ଓ କର୍ତ୍ତା ଭାବେ…
Read More...

ଓଡ଼ିଶାର ଭୁବନେଶ୍ୱରରେ ନୂତନ ଘର ମାଲିକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକ ଏବଂ ଯହଜା ନାୟକଙ୍କ ଘରକୁ ଯାଇଥିଲ । ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ…
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସୁଭଦ୍ରା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଧ୍ୟାପକ ପ୍ରଦୀପ କୁମାର ଦେ୍ୱାନଙ୍କ…
Read More...

‘ଘରେ ଘରେ ସୁଭଦ୍ରା’ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ 'ଘରେ ଘରେ ସୁଭଦ୍ରା' ଯୋଜନା ସମ୍ପର୍କିତ ସଚେତନତା କର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଉପସ୍ଥିତ ଛାତ୍ରୀ…
Read More...

ବିଜ୍ଞାନ ଓ ଆଧ୍ୟାତ୍ମିକ ଶୀର୍ଷକ ଜାତୀୟ ସ୍ତରୀୟ ଦ୍ୱିଦିବସୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନସିପାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମାନବ ସଭ୍ୟତା ପାଇଁ' ବିଜ୍ଞାନ ଓ ଆଧ୍ୟାତ୍ମିକତା ଆଜିର ଆବଶ୍ୟକତା' ଉପରେ ଏକ ଦୁଇ ଦିନାତ୍ମକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କଲେଜର ଅଧ୍ୟକ୍ଷ ଡକ୍ଟର ସନାତନ…
Read More...

ସାହିତ୍ୟ ଓ ନାଟ୍ୟକୃତୀ ପାଇଁ ଚିର ସ୍ମରଣୀୟ ରହିବେ ରମେଶ ବେହେରା

ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇଁଗଡ଼ ସ୍ଥିତ ରାଜା ଧରଣୀଧର କ୍ଲବ ଠାରେ ସୁସାହିତ୍ୟିକ, କବି ଓ ନାଟ୍ୟକାର ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଏକଧାରରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସମାଜସେବୀ ଓ…
Read More...

କୋଶଲି ଭାଷାକୁ ଶୀଘ୍ର ସାମ୍ବିଧାନିକ ମାନ୍ୟତା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ମାନ୍ୟତା ଦେବାରେ ଅଯଥା ବିଳମ୍ବ ଯୋଗୁଁ ପଶ୍ଚିମ ଓଡ଼ିଶାର ଶିଶୁମାନେ ପ୍ରାଥମିକ ସ୍ତରରେ ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନାହାନ୍ତି । ଏହାଦ୍ୱାରା ସେମାନଙ୍କ ବୌଦ୍ଧିକ ବିକାଶ ହୋଇପାରୁନାହିଁ । ଅପର…
Read More...

ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ…
Read More...

କେୱାଇସି ପାଇଁ ଟିଟିଲାଗଡ଼ ଷ୍ଟେଟ୍‌ ବ୍ୟାଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ଼ : ଗୋଟିଏ କାଉଣ୍ଟରରେ ହେଉଥିବା ଯୋଗୁଁ ଗ୍ରାହକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାରୀ ଯୋଜନାର ସୁବିଧା ପାଇବାକୁ ହେଲେ ଆଜି କାଲି ସବୁ ବ୍ୟାଙ୍କ ଖାତାକୁ ସିଧସଳଖ ଯାଉଛି । ସେଥିପାଇଁ ବ୍ୟାଙ୍କ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସେପ୍ଟେମ୍ୱର ୧୭ ତାରିଖରୁ ସୁଭଦ୍ରା ଯୋଜନା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡ଼ିବ ।…
Read More...

ବଲାଙ୍ଗିର ତାଲପାଲିପଡ଼ାରେ ଖୁଦୁରୁକୁଣୀ ଓଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡ଼ାରେ ମହା ସମାରୋହରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଏହି ଅବସରରେ ଅଂଚଳର ମହିଳାମାନେ ନୀତିକାନ୍ତି ସହ ଉପବାସ ରଖି ପୂଜା କରିଛନ୍ତି । ଖୁଦୁରୁକୁଣୀ ଓଷା ଦ୍ୱାରା ମହିଳାମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ…
Read More...