ଡିପିଆଇଆଇଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ପାଳିତ

୫୧୯ଟି ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟକୁ ରୂପାନ୍ତରିତ କରିବା ସହ ୨୩୬ଟି ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନର ୧୦ମ ବାର୍ଷିକୀ ପାଳନ ଅବସରରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସ୍ୱଚ୍ଛତା ହିଁ ସେବା…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଉରକେଲା : ଗତକାଲି ରାତି ପ୍ରାୟ ୧୧ଟାରେ ଲାଠିକଟା ସୁଇଡ଼ିହି ନିକଟ ତୁମୁଳକାଣ୍ଡ ଠାରେ ଛିଡା ହୋଇଥିବା ଏକ ନାଇଟକୋଚ ବସକୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବସ୍‌ ଡ୍ରାଇଭର ଭବାନୀ କୁମାର ଡାକୁଆ (୪୭)ଙ୍କ ମୃତ୍ୟୁ ହୋଇଛି । ଲାଠିକଟା ପୁଲିସ ନାଇଟକୋଚ ବସକୁ ଜବତ କରି…
Read More...

ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ପବ୍ଲିଶର୍ସର ୪୪ତମ ପୁରସ୍କାର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ପବ୍ଲିଶର୍ସର ୪୪ତମ ପୁରସ୍କାର ପ୍ରଦାନ ଉତ୍ସବରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉକ୍ରର୍ଷତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓଙ୍କୁ ପ୍ରକାଶକ ବନ୍ଧୁ ଭାବରେ ପୁରସ୍କୃତ କରାଯାଇଛି । ଭାରତୀୟ…
Read More...

ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବାବେଳେ ପରିଚାଳନା କମିଟି…
Read More...

ସରକାରୀ ଅବକାରୀ ନୀତିକୁ ‘ଫୁ’ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବକାରୀ ଅଧୀକ୍ଷକ, ସେକ ଆସଫ ଅଲ୍ଲୀଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡିର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି, ଆଗକୁ ମାଙ୍କ ଦୁର୍ଗାପୂଜା ପାଇଁ ରାଉରକେଲାରେ ଅବକାରୀ ନିତି ନିୟମକୁ ବେଖାତିର କରି ଯେଉଁ ବ୍ୟବସାୟୀ ଓ ଲୋକ ମାନେ, ବିନା…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜର ଯୁବ ରେଡ଼କ୍ରସ ଓ ଏନ୍‌ଏସ୍‌ଏସ୍‌ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୨୬ୟୁନିଟ ରକ୍ତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସୋମବାର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
Read More...

ସୌର ଶକ୍ତି ଦ୍ୱାରା ଜୀବନ ଜୀବିକାର ସୁଦୃଢୀକରଣ କର୍ମଶାଳା

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟ ଠାରେ ସେବାଜଗତ ,ସେଲକୋ ଫାଉଣ୍ଡେସନ, କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ପକ୍ଷରୁ ସୋମବାର ସୌର ଶକ୍ତି ଦ୍ୱାରା ଜୀବନ ଜୀବିକାର ସୁଦୃଢ଼ୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି…
Read More...

ଡେଲାଙ୍ଗ ବ୍ଲକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୋମବାର ଦିନ ଅପରାହ୍ନରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିତୀଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ସହାୟକ ଇଞ୍ଜିନିଅର…
Read More...

କ୍ଲଷ୍ଟରସ୍ତରୀୟ ସୁରଭି ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଆଞ୍ଚଳିକ ସାଧନା କେନ୍ଦ୍ର ପକ୍ଷରୁ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘନିପୁର ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି…
Read More...

ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ରେଞ୍ଜ କଲମପୁର ସେକ୍ସନ୍‌ ଫରେଷ୍ଟର ପ୍ରକାଶ ମିଶ୍ରଙ୍କ ସୋମବାର ସନ୍ଧ୍ୟାରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଥୁଆମୂଳ ରାମପୁର ରେଞ୍ଜ କାର୍ଯ୍ୟାଳୟରେ ତାଙ୍କର ମୃତ୍ୟୁ ଘଟିଛି । ବିଭାଗୀୟ…
Read More...