ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁରିବାହାଲ ବ୍ଲକର ବିଭିନ୍ନ ଦୁର୍ଗା ମଣ୍ଡପ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଶନିବାର ଦିନ ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଦୁର୍ଗା ମଣ୍ଡପଗୁଡ଼ିକୁ ବୁଲି ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ । ସେ ଶନିବାର…
Read More...

ପାର୍ବଣ ଋତୁରେ ବଲାଙ୍ଗିର ପୋଲିସକୁ ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଗୋଟିଏ ଗ୍ୟାଙ୍ଗକୁ ଧରୁ ଧରୁ ଆଉ ଏକ ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ । ଗୋଟିଏ ଗ୍ୟାଙ୍ଗ ଡ଼କାୟତି ଯୋଜନା କରୁଥିବା ବେଳେ ଆଉ ଏକ ଗ୍ୟାଙ୍ଗ କଫ ସିରଫ୍‌ ବିକ୍ରି କରୁଥିଲେ । ତେବେ ଏହି ଘଟଣାକୁ…
Read More...

ଗୁଳିମାଡରେ ଫାଷ୍ଟଫୁଡ୍‌ ଦୋକାନୀଙ୍କ ମୃତ୍ୟୁ ପ୍ରତିବାଦରେ ମୁଖ୍ୟରାସ୍ତା ଅବରୋଧ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ଥାନା କାପସି ଛକରେ ଗତ ୬ ତାରିଖ ରାତିରେ ଫାଷ୍ଟଫୁଡ୍‌ ଦୋକାନୀ ନୀଳାମ୍ବରଙ୍କୁ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରିଥିଲେ । ଯାହାଫଳରେ ସେ ଗୁରୁତର ହୋଇ ପଡିଥିଲେ । ଗତ ୯ ତାରିଖ ରାତିରେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ…
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ରାୟଗଡା, (କେପିଏନ୍‌ଏସ୍‌) : ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ । ସୂଚନା…
Read More...

ଝାଡ଼ାବାନ୍ତି ଆତଙ୍କ : ୧୦୦ରୁ ଅଧିକ ଚିକିତ୍ସିତ

ପୁରୀ : ପୁରୀ ଜିଲ୍ଲା ଗୋପ ବ୍ଲକ ଶୋରୋଭା ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ । ୧୦୦ରୁ ଅଧିକ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଭୟଭୀତ । ସମସ୍ତ ଆକ୍ରାନ୍ତ ଗୋପ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେଇଥିବାରୁ ଭୁବନେଶ୍ୱରକୁ…
Read More...

ନିସ୍ତେଜକ ଇଞ୍ଜେକସନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗରେ ଟିଟିଲାଗଡ଼ ବଲାଙ୍ଗିର ରାସ୍ତା ଅବରୋଧ କଲେ ସ୍ଵାଧୀନ ପଡ଼ା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ୧୧ ତାରିଖ ଦିନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିବା ମିତା ବେହେରାଙ୍କୁ ଜୀବନ ଜ୍ୟୋତି ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ରାତିରେ ଅସ୍ତ୍ରୋପଚାର ସରିବା ପରେ ହୋସ୍‌ ନଆସିବାରୁ ଡାକ୍ତର ମୋହନ ଲାଲ ଜୈନ ବଲାଙ୍ଗିରକୁ ସ୍ଥାନାନ୍ତର…
Read More...

ମେହସାନାରେ କାନ୍ଥ ଭୁଶୁଡି ୭ ଶ୍ରମିକଙ୍କ ମୃତ୍ୟୁ

ଗୁଜରାଟ : ଗୁଜରାଟର ମେହସାନାରେ ପଥର ତଳେ ପୋତି ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଜସଲପୁର ନିକଟସ୍ଥ ଏକ ଗାଁରେ ଏହି ଦୁର୍ଘଟଣା ଘଟିଛି । ନିର୍ମାଣାଧୀନ କମ୍ପାନୀରେ କାନ୍ଥ ନିର୍ମାଣ କରୁଥିବା ବେଳେ ପଥର ଖସି ପଡ଼ିଥିଲା, ଯାହା ଫଳରେ ତଳେ ଶ୍ରମିକମାନେ ପୋତି ହୋଇଯାଇଥିଲେ । ଭୁଶୁଡି…
Read More...

ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ପାର୍ବଣ ଋତୁର ନବମୀ ତିଥିରେ ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗ୍ରାମ ପଞ୍ଚାୟତର ମା' ବନଦୁର୍ଗା ମନ୍ଦିର ପରିସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମର ସମ୍ପାଦକ…
Read More...

ତାମିଲନାଡୁରେ ଟ୍ରେନ୍ ଦୁର୍ଘଟଣା : ୧୯ ଯାତ୍ରୀ ଆହତ

ତାମିଲନାଡୁ : ତାମିଲନାଡୁରେ ଟ୍ରେନ୍ ଦୁର୍ଘଟଣା । ତାମିଲନାଡୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକ୍‌ରେ ଛିଡ଼ା ହୋଇଥିବା ବେଳେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହେବା ସହ…
Read More...

ନବଦିନାତ୍ମକ ବନଦୁର୍ଗା ଶେଷ ଦିବସରେ ନବକୁମାରୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ନବଦିନାତ୍ମକ ପୂଜା ନବରାତ୍ରୀ ପର୍ବର ପୂର୍ଣ୍ଣାହୁତି ଉପଲକ୍ଷେ ନବକୁମାରୀ ଝିଅ ମାନଙ୍କର ମାଁ ଦୁର୍ଗାଙ୍କର ନବ ଅବତାର ଉଦ୍ଦେଶ୍ୟରେ ଓ ୯ ଦିନ ଉପବାସରେ ଥିବା ଶ୍ରଦ୍ଧାଳୁ ଏହିଦିନ ତାଙ୍କର ସଫଳତା ଏବଂ…
Read More...