ବେଲଗାଁ ଅଂଚଳରେ ଗାଁ ମୁହାଁ ହାତୀ ପଲ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ବନାଞ୍ଚଳରେ ଥିବା ୪୧ ଘରିଆ ହାତୀ ମଧ୍ୟରୁ ୨୦ ଘରିଆ ହାତୀ ପଲ ଆତଙ୍କ ସୃଷ୍ଟି କରୁଛନ୍ତି । ହାତୀପଲ ଯୋଗୁଁ ଅମଳ ହୋଇଥିବା ଧାନ, ମୁଗ, କାନ୍ଦୁଲ ଆଦି ବ୍ୟାପକ ଭାବରେ କ୍ଷତି ହୋଇଥିବା ଜଣାପଡ଼ିଛି । ହାତୀ ଗତିବିଧି…
Read More...

ବଲାଙ୍ଗିର ନୂଆଁପଡା ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପ୍ରବୁଦ୍ଧ ପାଠକ ସଂସଦ, ବଲାଙ୍ଗିର ତରଫରୁ ରେଳ ଉପଭୋକ୍ତ ସଂଘ ବଲାଙ୍ଗିରର ପୂର୍ବତନ ସଂପାଦକ ନାରାୟଣ ପାଢୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଛି । ସ୍ଥାନୀୟ ମଣ୍ଣିଂ ଟି କ୍ଲବର ସଦସ୍ୟଙ୍କ ଗହଣରେ ପାଠକ ସଂସଦର ସଭାପତି ଧର୍ମବ୍ରତ…
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁବମହୋତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବକେନ୍ଦ୍ର ବ୍ରହ୍ମପୁରଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଆୟୋଜିତ ହୋଇଯାଇଛି । ଦେଶ ଗଠନରେ…
Read More...

ପାଲିଆ ଛତ୍ରପୁରରେ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତିର ପ୍ରତିଷ୍ଠା ଉତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ତଳି ପାଲିଆ-ଛତ୍ରପୁର ଗ୍ରାମରେ ୫ଦିନିଆ ଯଜ୍ଞ ସମ୍ମିଳନୀ ଶୁକ୍ରବାର ସକାଳେ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏକ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ହନୁମାନ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅବସରରେ ନାମଯଜ୍ଞ,…
Read More...

ନବନିଯୁକ୍ତ ଶିକ୍ଷକଙ୍କୁ ସିନାପାଲି ଶିକ୍ଷକ ସଂଘର ସ୍ୱାଗତ ସମ୍ୱର୍ଦ୍ଧନା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁବାର ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସ୍ଥାନୀୟ…
Read More...

ମୁନିଗୁଡାରେ ବ୍ଲକ ସ୍ତରୀୟ ଚଇତିରେ ଦୁଲୁକିଲା ମଣ୍ଡପ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ପଂଚାୟତ ସ୍ତରୀୟ ଚଇତି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାର ଏହି ସୁନ୍ଦର ପ୍ରୟାସ ବାସ୍ତବିକ ଅତି ଆକର୍ଷଣୀୟ ହେଇପାରିଥିଲା । ଚଇତିର ମଳୟରେ ଶିହରୀ ଉଠିଥିଲା…
Read More...

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର…

‘‘ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି : ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚିଛି’’ସ୍ମାର୍ଟ ସିଟି ମିଶନରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା : ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି…
Read More...

କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଟ୍ରାକରେ ଦୁଇ ମହିଳାଙ୍କ ମୃତ ଦେହ ଠାବ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବର୍ତ୍ତମାନ କଣ୍ଟାବାଞ୍ଜିରୁ ଆସୁଛି ଏକ ବଡ଼ ଖବର । କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଟ୍ରାକରେ ଦୁଇ ମହିଳାଙ୍କ ମୃତଦେହ ଠାବ ହୋଇଛି । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଛି ଦୁଇ ମହିଳାଙ୍କ ମୃତଦେହ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁହିଁଙ୍କ ପରିଚୟ ମିଳି…
Read More...

ଖଇରପାଲି ଗ୍ରାମରେ ୧୮ତମ ମହାଲକ୍ଷ୍ମୀ ପୂଜା : କଳସ ଯାତ୍ରାରେ ଶତାଧିକ ମହିଳାଙ୍କ ଯୋଗଦାନ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଖଇରପାଲି ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ୧୮ତମ ପୂଜନୋତ୍ସବ ମହା ଆଡମ୍ବର ସହିତ ପାଳନ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ହରିଦ୍ରା ବର୍ଣ୍ଣର ବସ୍ତ୍ର ଧାରଣ କରି କଳସ ଯାତ୍ରାରେ ଯୋଗଦାନ କରିଥିଲେ । କର୍ତ୍ତା ଭାବରେ ସନ୍ତୋଷ…
Read More...

ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜୁନିଅର ରେଡ୍‌କ୍ରସର ୧୮ତମ ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଉଦ୍‌ଯାପିତ ହୋଇ ଯାଇଛି । ପ୍ରଥମ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା…
Read More...