ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ହେବ ଜିଲ୍ଲା ସ୍ତରୀୟ ଜୁନିଅର କବାଡି ଓ ସିନିୟର ଭଲିବଲ ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ଦିନକୁ ହେବାକୁ ଥିବା ୫୦ତମ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ବଲାଙ୍ଗିର ଜିଲ୍ଲା ବାଳକ ଓ ବାଳିକା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ଚୟନ ଶିବିରକୁ ଉନ୍ନିତ ହେବାକୁ ହେଲେ ସେମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରୀୟ ଚୟନ ଶିବିରରେ…
Read More...

ମଦନପୁର ଠାରେ ୧୮ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ପାଳିତ

ମ.ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଦନପୁର ଠାରେ ୧୮ତମ ଶତବାର୍ଷିକ ସ୍ମାରକୀ ଉତ୍ସବ ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଯାନୀ, ସମ୍ମାନିତ ଅତିଥି ଭାବେ ସହ…
Read More...

ଜାତୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାରୁ ୪ଜଣ କରାଟେକା ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତା ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ବଲାଙ୍ଗିର…
Read More...

ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ପ୍ରକାର ବ୍ୟଞ୍ଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବ୍ୟଞ୍ଜନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଞ୍ଜନ…
Read More...

ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ୍ ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ବେଳପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ୱେଚ୍ଛାଚାରୀ ନିଷ୍ପତି ଓ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହର ପାଇଁ ରାଜ୍ୟପାଳ ଓ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଜଣେ କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ଚାକିରୀରୁ ବହିଷ୍କାର କରି ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଏକ ଗରିବ ପରିବାରକୁ ଦାଣ୍ଡର ଭିକାରୀ କରିଦେଇଛନ୍ତି । ସମସ୍ତ ଆବେଦନ ନିବେଦନ ସତ୍ୱେ ଅମାନବୀୟ ଭାବେ ଜଣେ ସ୍ୱଳ୍ପ…
Read More...

ଜିଲ୍ଲା ରକ୍ତ ଭଣ୍ଡାରରେ ଧାର୍ଯ୍ୟ ରକ୍ତ ୟୁନିଟ ସଂଗ୍ରହକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶା ରକ୍ତ କେନ୍ଦ୍ର ପୁରୀ ଜିଲ୍ଲା ଶାଖା ତରଫରୁ ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ୟୁନିଟ ସଂଗ୍ରହ ସଂକ୍ରାନ୍ତୀୟ ଏକ ସମ୍ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସି.ଡି.ଏମ୍‌.ଓ ରୂପଭାନୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ…
Read More...

ବଲାଙ୍ଗିର ତହସିଲ କର୍ମଚାରୀ ଓ ଓକିଲ ମୁହାଁମୁହିଁ : ଥାନାରେ ମାମଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନାର ଦ୍ୱାରସ୍ଥ ହେଲେ ବଲାଙ୍ଗିର ତହସିଲ କର୍ମଚାରୀ । ଆଜି ଦିନ ପ୍ରାୟ ୧ ଟା ସମୟରେ ତହସିଲ ଅଫିସର କିରାଣୀ ମାନଙ୍କୁ ଦୁଇଜଣ ଓକିଲ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଦୁଇଜଣ ଓକିଲଙ୍କ ନାଁରେ ଟାଉନ…
Read More...

ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିବାଜୀ ଇସଲୱାର ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲାରେ ଆଗାମୀ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ…
Read More...

ବଲାଙ୍ଗିର ଜେଆଇଟିଏମ୍ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଆଇଟିଏମ୍ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଆଜି ପୂର୍ବାହ୍ନରେ ଛାତ୍ରୀଙ୍କ ମୃତ ଦେହକୁ କଲେଜର ହଷ୍ଟେଲରୁ ଉଦ୍ଧାର କରାଯାଇଥିବା ବେଳେ ମୃତ ଛାତ୍ରୀ ଜଣକ ବଲାଙ୍ଗିର ଜିଲ୍ଲା ତୁରେକେଲାର ପ୍ରେମରାଜ ପାଣିଗ୍ରାହୀଙ୍କ ଝିଅ ପ୍ରତ୍ୟାଶା…
Read More...