ରାଉରକେଲାରେ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ୯୮ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ - ପ୍ରଗତି ଉତ୍କଳ ସଂଘର ଆନୁକୂଲ୍ୟରେ ମହାନ କିମ୍ବଦନ୍ତୀ ପୁରୁଷ ଚନ୍ଦ୍ରଶେଖର ରଥଙ୍କ ୯୮ତମ ଜୟନ୍ତୀ ସଙ୍ଘର ଉପଦେଷ୍ଟା ଭାରତ ଭୂଷଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ…
Read More...

ଗଜଲକ୍ଷ୍ମୀ ପୂଜାରେ ରକ୍ତଦାନ : ୪୬ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ୱର୍ଗତ ତ୍ରିଲୋଚନ ବାଗଙ୍କ ସ୍ମୃତିରେ ଡାଙ୍ଗ ଗ୍ରାମ ଏବଂ ବୀରମାଲ ଚାରଛକଠାରେ ସଂକଳ୍ପ ପରିବାର ଓ ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଦୁଇଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବାତ୍ୟା…
Read More...

ଜାତିପ୍ରଥାର ନିର୍ମମ ଚିତ୍ର : ୨୦ ଘଣ୍ଟା ପଡ଼ିରହିଲା ଶବ, ଶେଷରେ ଦେବଦୂତ ସାଜିଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପହଞ୍ଚିଲାଣି ଚନ୍ଦ୍ରପୃଷ୍ଠରେ, ଡିଜିଟାଲ ଦୁନିଆରେ ଚାଲିଛି ଉନ୍ନତିର ଯାତ୍ରା । ହେଲେ ଆଜି ବି ସମାଜରୁ ହଟୁନି ଜାତିପ୍ରଥା ଓ ଅନ୍ଧବିଶ୍ୱାସ । ଏହାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ…
Read More...

ମାଟି ଓଦା କରି ଅପସରି ଗଲା ବାତ୍ୟା ଅର୍ଣ୍ଣବ

ଜୟପାଟଣା ଅଞ୍ଚଳରେ ୨୦ମିଲି ମିଟର ccବର୍ଷା ଜୟପାଟଣା, (ଶେଷଦେବ ବେହେରା) : ବାତ୍ୟା ଅର୍ଣ୍ଣବ ପାଇଁ ପ୍ରଶାସନିକ ପ୍ରସ୍ତୁତି ଓ ପ୍ରଚାର ପ୍ରସାର ସାଧାରଣ ଜନତାଙ୍କୁ ଏକ ଅହେତୁକ ଆଶଙ୍କା ମଧ୍ୟରେ ଦୁଇଦିନ ବିତାଇବାକୁ ପଡ଼ିଲା । ମହାବାତ୍ୟାକୁ ନଜରରେ ରଖି ବର୍ତ୍ତମାନ ପାଇଁ ସରକାରଙ୍କ…
Read More...

କେକେଡି ହଟାଇବା ଦାବିରେ ତେଜିଲା ଆନ୍ଦୋଳନ : ନଭେମ୍ବର ୩୦ରୁ ଅନିର୍ଦ୍ଦିଷ୍ଟ କାଳୀନ ଅନଶନ ଚେତାବନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ସମ୍ପ୍ରଦାୟକୁ ବାଦ୍ ଦେବା ଦାବିରେ ତେଜିଲା ଆନ୍ଦୋଳନ । ଏହି ଦାବିକୁ ନେଇ ଅଲ୍‌ ଓଡ଼ିଶା କେକେଡି ହଟାଓ ଆକ୍ସନ କମିଟି ପକ୍ଷରୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗଙ୍କ ନିକଟରେ ଦାଖଲ ହୋଇଛି ବିସ୍ତୃତ…
Read More...

ପ୍ରଥମ ବର୍ଷରେ ଗୃହଲକ୍ଷ୍ମୀ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ରାଉରକେଲା, (ସ୍ମିତା ପ୍ରଧାନ) : ରାଉରକେଲାର ସେକ୍ଟର ୧୭ ସ୍ଥିତ ଦୁର୍ଗା ମଣ୍ଡପ ପଡିଆରେ ପ୍ରଥମ ବର୍ଷ ଆନନ୍ଦ ଉଲ୍ଲାସରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ରାଉରକେଲାର ସେକ୍ଟର ୧୭ ଠାରେ ଗୃହ ଲକ୍ଷ୍ମୀର ପ୍ରତିଷ୍ଠାତା ଗୌରାଙ୍ଗ ସେଠିଙ୍କ ପ୍ରତେକ୍ଷ ତତ୍ୱାବଧାନରେ…
Read More...

କୃଷ୍ଣା ବିକାଶ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଜଟିଳ ହୃଦ୍‌ରୋଗୀଙ୍କର ସଫଳ ଅସ୍ତ୍ରୋପଚାର

ବରଗଡ଼, (ନିରୋଜ କୁମାର ପାଣୀ) : ୪୦ ବର୍ଷୀୟା ଶ୍ରୀମତୀ ଲକ୍ଷ୍ମୀ ଜେନା ଗତ ୬ ମାସ ଧରି ଗୁରୁତର ଶ୍ୱାସକଷ୍ଟରେ ପୀଡ଼ିତ ଥିଲେ । ସେ ରୁମାଟିକ୍ ହୃଦ୍‌ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କ ହୃଦୟର ମିତ୍ରାଲ୍ ଭାଲ୍‌ଭ ଅତ୍ୟଧିକ ସଂକୁଚିତ ହୋଇଯାଇଥିଲା । ତାଙ୍କ ଭାଲ୍‌ଭର କ୍ଷେତ୍ରଫଳ ମାତ୍ର ୦.୬…
Read More...

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା, ବ୍ୟାପକ ଧାନ ଫସଲ ନଷ୍ଟ

ଅମଳ ପୂର୍ବରୁ ବିଲରେ ଲୋଟିପଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତରେ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଅମଳ…
Read More...

୩୦ ଅକ୍ଟୋବରରେ ‘ଆଡପ୍ଟ’ ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

ସ୍ୱାସ୍ଥ୍ୟ ପ୍ରଯୁକ୍ତି ମୂଲ୍ୟାୟନ ଉପରେ ଆଞ୍ଚଳିକ ବୈଠକ ଆୟୋଜନ କରିବ ଆଇସିଏମ୍‌ଆର୍-ଏନ୍ଆଇଏଚ୍ଆର୍ ଭୁବନେଶ୍ୱର ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର୍-ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ରିସର୍ଚ୍ଚ ପକ୍ଷରୁ ପୂର୍ବ ଭାରତ ପାଇଁ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଆକଳନ…
Read More...

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ସହାୟତା ଯୋଗାଇବାକୁ ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି ଏନଡିଆରଏଫ ଓ ଏସଡିଆରଏଫ ଟିମକୁ କ୍ଷୟକ୍ଷତି ଆକଳନ ଓ ଅତିରିକ୍ତ…
Read More...