“ଅନୁଭୂତିରେ ଶ୍ରୀ ଗୋପାଳଜୀ” ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ଶ୍ରୀ ଶ୍ରୀ ବଡ଼ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ "ଅନୁଭୂତିରେ ଶ୍ରୀ ଗୋପାଳଜୀ" ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ, ସୋନପୁର ତଥା ସୋନପୁର ଦେବୋତ୍ତର ଅଧିକାରୀ
Read More...

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ-ସହ-ଅଭିମୁଖୀ କରଣ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ
Read More...

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି : ୩୧ ଗୋଟି ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ
Read More...

ହେଲମେଟ୍ ପିନ୍ଧିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସାଧୁବାଦ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଡ଼କରେ ସୁରକ୍ଷିତ ଯାତାୟାତ ପାଇଁ ହେଲମେଟ୍ ପିନ୍ଧିବା ନେଇ ଛତ୍ରପୁର ପୋଲିସ ପକ୍ଷରୁ ନିଆରା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ନିୟମ ଭାଙ୍ଗିଥିବା ଚାଳକଙ୍କୁ କେବଳ ତାଗିଦ ନୁହେଁ, ନିୟମ ମାନୁଥିବା ଚାଳକଙ୍କୁ ଗୋଲାପଫୁଲ ଦେଇ ସାଧୁବାଦ ଜଣାଇଛି
Read More...

ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ : ପରିବାରକୁ ମୃତଦେହ ହସ୍ତାନ୍ତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ବାଲିଗୁଡା ପୋଲିସ ଠାବ କରିଥିଲା । ପୋଲିସ ତଦନ୍ତ ପରେ ମୃତକଙ୍କ ପରିଚୟ ଚିହ୍ନଟ ହୋଇଛି । ମୃତକ ହେଲେ ରବୀନ୍ଦ୍ର ବେହେରା
Read More...

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ : ବାଇକ ଜବତ, ତିନି କୁଖ୍ୟାତ ଡକାୟତ ଗିରଫ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡା ଥାନା ଅଞ୍ଚଳରେ ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ କରିବା ସହ ତିନି କୁଖ୍ୟାତ ଡକାୟତଙ୍କୁ ଗିରଫ କରିଥିବା
Read More...

ନୂଆଁଖାଇ ଭେଟଘାଟ ପାଇଁ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବିସିଡି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ୨୮ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ-୨୦୨୬କୁ ନେଇ ଆରମ୍ଭ ହୋଇଛି ବିଭିନ୍ନ ପ୍ରତିଯୋଗିତା । ନୂଆଁଖାଇ ଭେଟଘାଟର ଅବ୍ୟବହିତ ପୂର୍ବରୁ ରବିବାର ପଦ୍ମପୁରସ୍ଥିତ ରାଜାଜୀ ଟାଉନ ହଲରେ ରଙ୍ଗୋଲି, ଝୋଟି ଓ
Read More...

ସୋନପୁର ଗାନ୍ଧି ଷ୍ଟାଡିୟମର ଭିତ୍ତଭୂମି ଯାଞ୍ଚ କଲେ ଫାଓର ପ୍ରତିନିଧି ଦଳ

ସାହାଣୀ କପ୍ ଫୁଟବଲ୍ ନେଇ ଆଶା ଉଜ୍ଜୀବିତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସୁବର୍ଣ୍ଣପୁରରେ ଆଜି ପହଞ୍ଚି ସାହାଣୀ କପ୍ ଫୁଟବଲ୍ ପାଇଁ ଗାନ୍ଧୀ ଷ୍ଟାଡିୟମର ଭିତ୍ତଭୂମିର ଯାଞ୍ଚ କରିଛନ୍ତି । ଜିଲ୍ଲା
Read More...

ବିଜେପୁର ଟେଣ୍ଡର ଫିକ୍ସିଂ ଏବଂ ଠିକାଦାରଙ୍କୁ ଅପହରଣ ମାମଲା

ପୋଲିସ ହାତ ଖାଲି, ବିଭିନ୍ନ ମହଲରେ ଅସନ୍ତୋଷ ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଠାରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଜୁ ଜନତା
Read More...

ଯବାନଙ୍କୁ ଫଟାମୁଣ୍ଡା ଗାଁରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଁର ସୁଯୋଗ୍ୟ ସନ୍ତାନ ଭାରତୀୟ ସୁରକ୍ଷା ବାହିନୀରେ ସାମିଲ ହେବା ପରେ ଗର୍ବରେ ଫୁଲି ଉଠିଛି ଫଟାମୁଣ୍ଡା ଗାଁ । ଗ୍ରାମର ଯୁବକ ସୁବାଷ ଚନ୍ଦ୍ର ନେଗୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌)ରେ ଯବାନ ଭାବେ ନୂଆ ନିଯୁକ୍ତି ପାଇଥିବାରୁ ତାଙ୍କୁ
Read More...