ନାମୀଦାମୀ କମ୍ପାନୀ ନାଁରେ ନକଲି ସର୍ଫ କାରଖାନା ଠାବ, ବିପୁଳ ସାମଗ୍ରୀ ଜବତ
ଭଦ୍ରକ : ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାଁକୁ ବ୍ୟବହାର କରି ଚାଲିଥିଲା ନକଲି ସର୍ଫ ତିଆରି କାରବାର। ଭଦ୍ରକ ଜିଲ୍ଲାରେ ଏଭଳି ଏକ ନକଲି ସର୍ଫ ପ୍ରସ୍ତୁତି କାରଖାନାର ପର୍ଦ୍ଦାଫାସ କରିଛି ପୁଲିସ। ରାତି ଅଧିଆ ଚଢ଼ାଉ କରି କାରଖାନା ଭିତରୁ ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ୍ ଓ ବିଭିନ୍ନ!-->…
Read More...
Read More...