ଜୁଲାଇ ୧୦ରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀର ଖରିଫ ଜଳ ସେଚନ ଜୁଲାଇ ୧୦ରୁ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ମୋଟ ୫୦୧ଟି ଗ୍ରାମର ୧,୧୮, ୦୯୦ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ଚଳିତ ଖରିଫ ୨୦୨୬/୨୭ବର୍ଷର ଅୟମାରମ୍ଭରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳ
Read More...

ଜାମତରା ଗାଁରେ ବନ ମହୋତ୍ସବ

ସଇଁତଲା, (କେପିଏନ୍‌ଏସ୍‌) : ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ବେଲଗାଁ ବନଖଣ୍ଡ ଶିଷକେଲା ପଞ୍ଚାୟତ ଜାମତରା ଗାଁ ଜଙ୍ଗଲରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ
Read More...

ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ୍‌ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମ ଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଜିଲ୍ଲା
Read More...

ଡୁମାଲ ସମାଜ ପକ୍ଷରୁ ସାଙ୍ଗଠାନିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁମାଲ ସମାଜ ପକ୍ଷରୁ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ । ଦେବରାଜ ଖମାରୀଙ୍କ ସଭାପତିତ୍ୱରେ କନ୍ଧପଥର ଗ୍ରାମ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଫଫ୍‌ସି କେନ୍ଦ୍ରର ସାମାଜିକ ସଭ୍ୟମାନଙ୍କୁ ନେଇ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିବା
Read More...

କେସିଙ୍ଗା ସହରରେ ନିଶାନ୍ତ ବାର୍‌କୁ ତୀବ୍ର ବିରୋଧ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ “ନିଶାନ୍ତ ବାର୍‌”କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବାର୍‌କୁ ଏନ୍‌ଓସି କାହିଁକି ଦିଆଗଲା ଓ ତା' ପରେ ବିରୋଧକୁ ଦେଖି ଏନ୍‌ଓସି ତରବରିଆ ଭାବରେ ରଦ୍ଦ କରାଗଲା ଏହାକୁ ନେଇ ସ୍ଥାନୀୟ ଲୋକେ କହିବା ଅନୁଯାୟୀ, ବାର୍‌ଟି
Read More...

ଡୁମ୍ଵେରବାହାଲ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଡୁମ୍ଵେରବାହାଲ ଗ୍ରାମରେ ସରକାରଙ୍କ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ
Read More...

ପାଇକମାଲ ମହାମାୟା ପବ୍ଲିକ ସ୍କୁଲରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାମାୟା ପବ୍ଲିକ ସ୍କୁଲ ପାଇକମାଲ ଠାରେ ବନ ମହୋତ୍ସବ ପାଳିତ ହେଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ରେଞ୍ଜ ଅଫିସର ହୃଦାନନ୍ଦ ମିଶ୍ର ଯୋଗଦାନ କରି ବୃକ୍ଷରୋପଣର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ କିପରି ଗ୍ରୀନ ଏବଂ କ୍ଲିନ
Read More...

ବୁଢ଼ୀବାହାଲରେ ଡ୍ରେନ୍ ନିର୍ମାଣକୁ ନେଇ ବିବାଦ : ତଦନ୍ତ ଦାବିରେ ଗ୍ରାମବାସୀ

ଖପ୍ରାଖୋଲ (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମରେ ଜିଲ୍ଲା ପରିଷଦ ପାଣ୍ଠିରେ ନିର୍ମିତ ଡ୍ରେନ୍ କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାଖାପାଖି ୧୦୦
Read More...

ରୋଟାରୀ କ୍ଲବ ୩୨୬୧ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ହେଲେ ଆଲାମ ସିଂ ରୂପ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ୩୨୬୧ ଜିଲ୍ଲାର ନୂତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଭାବେ ରୋଟାରିଆନ ଆଲାମ ସିଂ ରୂପ୍ରା ଦାୟିତ୍ଵ ଗ୍ରହଣ କରିଛନ୍ତି । ହୋଟେଲ ପାହାଡି ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ଡିଷ୍ଟ୍ରିକ୍ଟ
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ

ନୂଆଦିଲ୍ଲୀ, (ପିଆଇବି) : ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆସନ୍ତାକାଲି, ୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସମୁଦ୍ରରେ
Read More...