ଟିଟିଲାଗଡରେ ମଦ ଦୋକାନକୁ ନେଇ ତାତିଲା ପରିସ୍ଥିତି : ମଦ ଦୋକାନ ସାମ୍ନାରେ ଚାଖନା ଧରି ନିଆରା ପ୍ରତିବାଦ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ୱାର୍ଡ ନମ୍ବର–୯ ହାଇସ୍କୁଲ ପଡ଼ାରେ ନବ ସ୍ଥାପିତ ବିଦେଶୀ ମଦ ଦୋକାନକୁ ନେଇ ଦିନକୁ ଦିନ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ଶିକ୍ଷିତ, ସାମାଜିକ ଓ ଧର୍ମପରାୟଣ ଲୋକଙ୍କ ବସବାସ ଥିବା ଏହି ଅଞ୍ଚଳରେ ମଦ ଦୋକାନ ଖୋଲାଯିବାକୁ ନେଇ ସ୍ଥାନୀୟ!-->…
Read More...
Read More...