ନୂଆପଡ଼ା ଡିଏଚ୍‌ଏଚ୍‌ ମେଡିକାଲ୍‌ ଟିମ୍‌ର ଚମତ୍କାର : ଅଧାରାତିରେ ଅପରେସନ୍‌ ଥିଏଟର ଖୋଲି ଜଣେ ଯୁବକଙ୍କୁ ଜୀବନଦାନ…

ନୂଆପଡ଼ା : (କେପିଏନ୍‌ଏସ୍‌) : ସୀମିତ ସମ୍ବଳ, କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା ପୁଣିଥରେ ନିଜର ଚମତ୍କାରିତା ଦେଖାଇଛି, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ଅଭିଜ୍ଞ ଡାକ୍ତରୀ ଦଳ କିଛି ଦିନ ତଳେ ଜଣେ ଶିଶୁର ଶରୀରରୁ ତୀର ବାହାର କରି ଚର୍ଚ୍ଚାକୁ ଆସିଥିବା ଏହି
Read More...

ବାଲେଶ୍ୱରରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱରରେ ଫୁଟିଲା ଗୁଳି । ଦଶ ରାଉଣ୍ଡ ଗୁଳି ଫୁଟାଇ ଅପରାଧୀ ଫେରାର । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳି ମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଥିବାରୁ ତାଙ୍କୁ ବାଲେଶ୍ୱର
Read More...

ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣା : ୪ ଗିରଫ, କାର ଓ ମାରଣାସ୍ତ୍ର ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣାର ବିନିକା ଥାନା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି, ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ । ଏସ୍‌ପି ଶ୍ରୀ ନାୟକ ଦେଇଥିବା ସୂଚନା ଅନୁସାରେ
Read More...

ଗୃହରକ୍ଷୀ ପଦବୀ ପରୀକ୍ଷାଫଳ ପ୍ରକାଶ ବିଳମ୍ବ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଶତାଧିକ ଆବେଦନକାରୀ

ବାଲେଶ୍ଵର, (କେପିଏନ୍‌ଏସ୍‌) : ବାଲେଶ୍ଵର ଜିଲ୍ଲାରେ ଲକ୍ଷାଧିକ ପିଲା ବେକାର । ଚାକିରୀ ନାହିଁ । ଏହି ସମୟରେ ଗୃହରକ୍ଷୀ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ଚାକିରୀ ଆଶାୟୀଙ୍କୁ ଏହା ଆଶ୍ୱସ୍ତି ଦେଇଥିଲା । ଗୃହରକ୍ଷୀ ପଦବୀ ପାଇଁ ଆବେଦନ କରିଥିଲେ ବିଏ, ଏମ୍‌ଏ ଓ ଏମ୍‌ବିଏ
Read More...

ସର୍ପ ଦଂଶନ ଛଡ଼ାଇ ନେଲା ପରିବାର

ବଲାଙ୍ଗିର, (ମୁନା ଗୌଡ଼) : ସାପ ନା ଶୁଣିଲେ ସାଧାରଣତଃ ଲୋକଙ୍କ ଭିତରେ ଛନକା ପଶିଯାଏ । ଆଉ ଯଦି ସାପ କାମୁଡ଼ିଦିଏ ତାହାହେଲେ କଥା ସରିଲା । କେତେବଡ ସାହସୀ ମଣିଷ ବି ଭୟରେ ଅଧା ମରିଯାଏ । ବର୍ତ୍ତମାନ ସର୍ପ ଦଂଶନ ବଲାଙ୍ଗିର ଜିଲ୍ଲାରେ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ପ୍ରତିଦିନ ସର୍ପ
Read More...

ବଲାଙ୍ଗିର ଗାନ୍ଧୀନଗର ପଡ଼ାରେ ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବଡ଼ ଖବର । ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ା ଫିସେରୀ ଅଫିସ ସମ୍ମୁଖରେ ଥିବା ଜଳରାମ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ପାଖାପାଖି ୮ ଗୋଟି ଦୋକାନର କୋଟି କୋଟି ଟଙ୍କାର ସମ୍ପତ୍ତି
Read More...

କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ଅନୁପାଳନ ଭାର ହ୍ରାସ ଓ ନିୟାମକ ଦକ୍ଷତା ବୃଦ୍ଧିକୁ…

ଏହି ଅଧିନିୟମର ପାଞ୍ଚଟି ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ ଓ ସରଳ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୨ ଜୁନ୍ ୨୦୨୬ରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟସ୍ (ପଞ୍ଜୀକରଣ ଓ ନିୟମନ) ଅଧିନିୟମ, ୨୦୧୦ର ସଂଶୋଧନ ଅଧିସୂଚନା ଜାରି କରିଛନ୍ତି।
Read More...

ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା-ଝାଡ଼ଖଣ୍ଡ ଆନ୍ତଃରାଜ୍ୟ ସୀମାରେ କାର୍ଯ୍ୟ କରୁଥିବା ଏବଂ ବାଜିରେ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ରାଉରକେଲା ପୋଲିସ ପକ୍ଷରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାଟି ପ୍ରାରମ୍ଭିକ ଭାବରେ ୨୦୨୬ ଜୁନ୍
Read More...

ରେଳ ଷ୍ଟେସନ୍ ନିକଟରେ ଯୁବକକୁ ଲୁହାରଡରେ ଆକ୍ରମଣ : ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ଦିନ ରାଉରକେଲା ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଘଟଣାରେ, ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ରାଉରକେଲା ରେଳ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଚାଞ୍ଚଲ୍ୟକର
Read More...

ସିଭିଲ୍ ଟାଉନସିପ୍‌ରେ ଡ୍ରେନ୍ ଉପରେ ଥିବା ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଗଲା

ରାଉରକେଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯିବ : କମିଶନର ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷା ଋତୁ ପୂର୍ବରୁ ସହରକୁ ଜବରଦଖଲ ମୁକ୍ତ କରିବା ଏବଂ ସହରାଞ୍ଚଳ ଭିତ୍ତିଭୂମିକୁ ଉନ୍ନତ କରିବା ପ୍ରୟାସର ଏକ ଅଂଶ ଭାବରେ ରାଉରକେଲା ପ୍ରଶାସନ ପକ୍ଷରୁ ବେଆଇନ ଜବରଦଖଲ ବିରୁଦ୍ଧରେ
Read More...