ହାତୀ ନଦୀରେ କୁମ୍ଭୀର : ଲୋକେ ଆତଙ୍କିତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଲାସ ଗ୍ରାମ ନିକଟସ୍ଥ ହାତୀ ନଦୀରେ ଏକ କୁମ୍ଭୀର ଥିବା ଜଣାପଡିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ସୂଚନାନୁଯାୟୀ, ପଲାସ ଗାଁ ନିକଟରେ ପ୍ରବାହିତ ହାତୀନଦୀକୁ କିଛି ଲୋକ ମାଛ ମାରିବାକୁ ଯାଇଥିଲେ । ସେହି!-->…
Read More...
Read More...