ଜାନୁୟାରୀ ୨୨ ରୁ ୨୬ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ତଥା ବାଣିଜ୍ୟ, ପରିବହନ, ଖଣି
Read More...

ରାମଚଣ୍ଡୀ ସେବାଦଳ ଗୃପର ରକ୍ତଦାତା ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ପୂଜାକମିଟି ପକ୍ଷରୁ ସକ୍ରୀୟ ସଦସ୍ୟ ବରୁଣ ଚୌଧୁରୀଙ୍କ ନେତୃତ୍ଵରେ ସକ୍ରୀୟ ଟିମ୍ ସର୍ବଶ୍ରୀ ଶଙ୍କର ନାୟକ, ଦଣ୍ଡପାଣି ମହାରଣା, ପ୍ରସନ୍ନ କୁମାର ନାୟକ, ବିଦୂର ନାୟକ,
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଉଦଘାଟନୀ ମ୍ୟାଚରେ ଖୁଦପେଜକୁ ହରାଇ ବରତୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତ ରତ୍ନାକର ବାଗଙ୍କ
Read More...

ଆମ୍ବେଦକର ନଗର ବାଞ୍ଚିପାଲିରେ ସାବିତ୍ରୀ ବାଇ ଫୁଲେଙ୍କ୧୯୬ତମ ଜୟନ୍ତି ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ଅନ୍ତର୍ଗତ, ଆମ୍ବେଦକର ନଗର ବାଞ୍ଚିପାଲି ଠାରେ ଶିକ୍ଷା ଜନନୀ କ୍ରାନ୍ତି ଜ୍ୟୋତିମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୬ତମ ଜୟନ୍ତୀ ଏମ୍ ବି ଏମ୍ ଏମ୍ ବଲାଙ୍ଗିର ଉପସଭାପତି ସରୋଜ କୁମାର ମେଶ୍ଵାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଅଲେଖ ମହିମା ପୀଠରେ ପୌଷ ଚତୁର୍ଦ୍ଦଶୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ଅଲେଖ ମହିମା ପୀଠରେ ପୌଷ ଚତୁର୍ଦ୍ଦଶୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ଦିନ ଭୋର୍ ୦୪ ଟାରୁ ଘୃତ, ଅଗ୍ନି ପ୍ରଜ୍ୱଳିତ କରି ଯଜ୍ଞ ଆରମ୍ଭ କରାଯାଇଥିଲା । ଏଥରେ ମଠାଧୀଶ
Read More...

ବୁଢାଦେଓ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ର ବୁଢାଦେଓ ଯାତ୍ରା ଅବସରରେ ଦୁଇ ଦିନ ଧରି ବୁଢାଦେଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଅୟୋଜିତ
Read More...

କୋଶଲ ମା’ ମାଟିର ଲାଗି ମୁଠେ “ଛେରଛେରା” ମାଗିଲା କେ. ଏମ. ଏମ.

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ବଡ଼ ତିହାର ଭିତରେ ଅନ୍ୟତମ ତିହାର ହେଲା ପୁଷପୁନି । ଇ ତିହାର କୃଷିଭିତ୍ତିକ ଆରୁ ସଭ୍ୟତା ଭିତ୍ତିକ ତିହାର ଅଟେ । କୋଶଲାଞ୍ଚଲରେ ଦୁଇ କୋଟି ଜନସାଧାରଣ ବସବାସ କରୁଥିବାବେଳେ ଏଠାକାର ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଥାନ୍ତି ।
Read More...

ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଞ୍ଚାୟତ-ପକ୍ଷ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦିନିକିଆ ପାଣି ପଞ୍ଚାୟତ-ପକ୍ଷ ପାଳନ ଅବସରରେ ପିଲାଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତାମାନ ଶନିବାର ସଂଗଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ
Read More...

ମୁରିବାହାଲର ବରିଷ୍ଠ କଂଗ୍ରେସ ନେତା ବିଭୀଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ନେତା ବିଭିଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ଶନିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରାୟପୁରର ଭିୟାଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ
Read More...

ପଏଁରୀ ତିହାରର ଦ୍ଵିତୀୟ ସନ୍ଧ୍ୟାରେ ଜାମୁଡାଲି ଗୀତରେ ଝୁମିଲେ ଦର୍ଶକ

ସମ୍ୱର୍ଦ୍ଧିତ ହେଲେ ଶିକ୍ଷାବିଦ ଲାଲବାବୁ ସେଠୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପଏଁରୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ପଏଁରୀ ତିହାର୨୦୨୬ର ଆଜି ଦ୍ଵିତୀୟ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପଏଁରୀ ଅନୁଷ୍ଠାନ ଦ୍ଵାରା ପରିବେଷିତ ଜାମୁଡାଲି, ବଲାଙ୍ଗିର ଦୁଲଦୁଲି କଳାପରିଷଦର
Read More...