ବାରାଣାସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି…

ଭାରତର ବିକାଶ କାହାଣୀ ଓ ଭଲିବଲ ଖେଳ ମଧ୍ୟରେ ଅନେକ ସମାନତା ରହିଛି । ଭଲିବଲ ଆମକୁ ଶିଖାଏ ଯେ କୌଣସି ବିଜୟ ଏକୁଟିଆ ହାସଲ କରିହେବ ନାହିଁ ଓ ଆମର ସଫଳତା ସମନ୍ବୟ, ବିଶ୍ବାସ ଓ ଦଳ ପାଇଁ ପ୍ରସ୍ତୁତି ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀପ୍ରତ୍ୟେକଙ୍କ ନିଜସ୍ୱ ଭୂମିକା ଏବଂ ଦାୟିତ୍ୱ ଅଛି, ଏବଂ
Read More...

ଆଇସିଏଆର ଦ୍ୱାରା ବିକଶିତ ୨୫ ଫସଲର ୧୮୪ ଟି ନୂତନ କିସମ ଦେଶକୁ ଉତ୍ସର୍ଗ କରିଛନ୍ତି କୃଷିମନ୍ତ୍ରୀ

ନୂତନ କିସମ ୩ ବର୍ଷ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବା ଦରକାର; କ୍ଷେତରେ ଲାଭ ମିଳିଲେ ଗବେଷଣା ସାର୍ଥକ : ଶ୍ରୀ ଚୌହାନକୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ, ଏବଂ ବିହନ ହେଉଛି ଚାଷର ଆତ୍ମା - ଶ୍ରୀ ଚୌହାନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ
Read More...

ଜାନୁଆରୀ ୭ରୁ ଆରମ୍ଭ ହେବ ତିନି ଦିନିଆ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବା ଏବଂ ଦିବ୍ୟାଙ୍ଗଙ୍କ ପୁନର୍ବାସ ଉଦ୍ଦେଶ୍ୟରେ, ତ୍ରିଶକ୍ତି ସେବା ଟ୍ରଷ୍ଟ ଓ ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସଙ୍କ ମିଳିତ ସହଯୋଗରେ, ୨୦୨୬ ଜାନୁଆରୀ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲାର ହନୁମାନ ଭାଟିକା ସ୍ଥିତ ତ୍ରିଶକ୍ତି ଧାମରେ ​​ଏକ
Read More...

ରାଉରକେଲା ପୋଲିସ୍ ଦ୍ୱାରା ଦୁଇ ଲୁଟେରା ଗିରଫ୍ ଏବଂ ଲୁଟ୍ ସାମଗ୍ରୀ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୭ ପୋଲିସ ସେକ୍ଟର ଅଞ୍ଚଳର ଏକ ଆବାସିକ କ୍ୱାର୍ଟରରୁ ଆଜବେଷ୍ଟସ୍ ଛାତ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ସଫଳତାର ସହ ଗିରଫ କରିଛି । ଅଭିଯୁକ୍ତର ନାମ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ବୋଲି ଚିହ୍ନଟ
Read More...

ବିଶ୍ୱକର୍ମା ମହାସଂଘର ଶୀତକାଳୀନ ବୈଠକ

ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବିଭକ୍ତ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ମହାସଙ୍ଘର ଶୀତାକାଳୀନ ବୈଠକ ରବିବାର ଟାଙ୍ଗଣାପଲ୍ଲୀ ପାଣି-ପଞ୍ଚାୟତ ସଭାଗୃହରେ ଆୟୋଜିତ ହୋଇଯାଇଛି । ମହାସଙ୍ଘର ସଭାପତି କାମରଜୁ ମହାରଣାଙ୍କ
Read More...

ଧର୍ମପରାୟଣ ବ୍ୟକ୍ତି ଗଣପତି ସାହୁଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ରଘୁନାଥପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ତାରାତାରିଣୀ ରାଇସ ମିଲ୍ ମାଲିକ, ଧର୍ମପରାୟଣ ବ୍ୟକ୍ତି ଗଣପତି ସାହୁଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ
Read More...

ଅଙ୍ଗନଦୀ ପୋଲ ଉପରେ ବାଇକକୁ ଧକ୍କା ଦେଲା ଟାଟାଏସ ଗାଡି : କକା-ପୁତୁରା ମୃତ,

ଅଧାରେ ରହିଲା ଭଉଣୀ ବାହାଘର କାର୍ଡ ବଂଟନ ସାଲେଭଟା, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ଚେରୁପାଲି-ସାଲେଭଟା ଅଙ୍ଗନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ କାକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା
Read More...

ନୃସିଂହନାଥରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଳାକାର ଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ୨୪ ଡିସେମ୍ବରରୁ ଆରମ୍ଭ ହୋଇ ୩ ଜାନୁୟାରୀ ଯାଏ ମହା ଆଡମ୍ବରରେ ପାଳିତ ହୋଇଥିଲା । ବିଶ୍ୱର ସର୍ବ ବୃହତ
Read More...

କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡାରେ ମଶାଲ ଶୋଭାଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି
Read More...

ସୋମନାଥ ସ୍ୱାଭିମାନ ପର୍ବ – ୧୦୦୦ ବର୍ଷ (୧୦୨୬- ୨୦୨୬)ର ଏକ ଅତୁଟ ଆସ୍ଥା

ନରେନ୍ଦ୍ର ମୋଦୀ ସୋମନାଥ… ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ । ଏହା ହେଉଛି ଭାରତର ଆତ୍ମାର ଶାଶ୍ୱତ ଆହ୍ୱାନ । ଏହି ଭବ୍ୟ ମନ୍ଦିର ଭାରତର ପଶ୍ଚିମ ତଟରେ ଗୁଜରାଟ ରାଜ୍ୟରେ ପ୍ରଭାସ ପତନ ନାମକ ସ୍ଥାନରେ ଅବସ୍ଥିତ ।
Read More...