ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର : ପୋଲିସର ଛାନଭିନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଛକରେ ଚାଞ୍ଚଲ୍ୟ । ପାଣିଟାଙ୍କି ନିକଟ ମୁଡ଼ାରୁ ମୁଣ୍ଡ ବିହୀନ ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦେଖି ସ୍ଥାନୀୟ ଲୋକେ ଦେଓଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ
Read More...

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ସଦର ସିଡ଼ିପିଓ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ସୂଚନା ମତେ ବାଲେଶ୍ଵର ସଦର ସିଡ଼ିପିଓ ମଧୁସ୍ମିତା ମହାନ୍ତି ଗାଡି ବିଲ କରିଦେବାକୁ ଗାଡ଼ି ମାଲିକଙ୍କୁ ଟଙ୍କା ଲାଞ୍ଚ ମାଗିଥିଲେ ।
Read More...

ସୁନା ଅଳଙ୍କାରକୁ ତରଳେଇ ଗୋଲ୍ଡ ଲୋନ କମ୍ପାନୀରୁ ନେଉଥିଲେ ଲୋନ୍ : ବନ୍ଧା ହୋଇ ଜେଲ୍ ଗଲେ ୧୨ଜଣ ଲୁଟେରା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ପୁଲିସକୁ ମିଳିଛି ବଡ ଧରଣର ସଫଳତା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୁଲିସ ୧୨ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ୩ଟି ଦାମି କାର ସହ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୫୮୧ ଗ୍ରାମ ରୂପା ଜବତ,୧୨ଟି ମୋବାଇଲ ଫୋନ, ବୁଲେଟ୍
Read More...

ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସୁବର୍ଣ୍ଣପୁର ଠାରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ପାଇଁ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ ବ୍ଲକ୍ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା‌ । ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ସ୍ଥାନୀୟ
Read More...

ସେପ୍ଟେମ୍ବର ୧୨ରେ ତୃତୀୟ ଜାତୀୟ ଲୋକ ଅଦାଲତ ବ୍ରହ୍ମପୁରରେ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ
Read More...

ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପିଏମ୍‌ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଓ କର୍ମଶାଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ
Read More...

ଚାକିରୀ କରାଇ ଦେବା ନାଁରେ ୧୫ ଲକ୍ଷ ଟଙ୍କା ଠକେଇ : ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ନୂଆଗାଁ ପୋଲିସ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଏକ ବଡ଼ ଠକେଇକୁ ଧରିବାରେ ସଫଳ ହୋଇଛି । ଚାକିରୀ କରାଇଦେବା ନାଁରେ ଏହି ଠକେଇ ହୋଇଥିବା ଜଣାପଡ଼ିଛି । ଏହି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୟାଗଡ଼
Read More...

ବରଗଡ଼ ରୋଡ଼ ଷ୍ଟେସନକୁ ଧନୁଯାତ୍ରା ରାଜ ଦରବାର ଢାଞ୍ଚାରେ ତିଆରି କରିବାକୁ ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ଭାରତୀୟ ରେଳବିଭାଗ ଦ୍ଵାରା ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡିକରେ ଅମୃତ ଭାରତ ଷ୍ଟେସନ ସ୍କିମରେ ଉତ୍ତମ ଯାତ୍ରୀ ସୁବିଧା ଯୋଗାଇବା ସହିତ ଷ୍ଟେସନ ଗୁଡିକର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ଏହି କ୍ରମରେ ବରପାଲି ଓ ବଲାଙ୍ଗିର ଷ୍ଟେସନକୁ ନୂତନ
Read More...

ଦହିତା ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଠାରେ ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦୁର୍ଗାପୂଜା କମିଟିର ସଦସ୍ୟ ସ୍ୱର୍ଗତ ଚନ୍ଦ୍ରଭାନୁ ମେହେର ଏବଂ
Read More...

ଗଙ୍ଗା ଦେବୀ ମନ୍ଦିର ପାର୍ଶ୍ଵ ଋଷିକୁଲ୍ୟା ନଦୀରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମ ଗଙ୍ଗା ଦେବୀ ମନ୍ଦିର ନିକଟସ୍ଥ ଋଷିକୁଲ୍ୟା ନଦୀରୁ ବୁଧବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ନଦୀ ଜଳରେ ସକାଳେ ଜଣେ ଯୁବତୀଙ୍କ ମୃତ ଦେହ ଓ ଅପରାହ୍ନରେ ଜୈନେକ ଯୁବକଙ୍କ
Read More...