pakka

ପିପିଏ ବୋର୍ଡ ସଦସ୍ୟା ହେଲେ ଯାମିନୀ ଷଡଙ୍ଗୀ

bbehera

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପାରାଦ୍ୱୀପ ବନ୍ଦର ପ୍ରାଧିକରଣ(ପିପିଏ) ବୋର୍ଡ ସଦସ୍ୟା ଭାବେ ଆଇଏଏସ୍‌ ଅଧିକାରୀ ତଥା ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀଙ୍କୁ ନିଯୁକ୍ତ କରିଛନ୍ତି । ନିଯୁକ୍ତି ସଂପର୍କରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.

ten + nineteen =