ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ସତର୍କତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଗ୍ରୀଷ୍ମ ପ୍ରବାହ ସମୟରେ ହଠାତ୍ ଅସୁସ୍ଥ ଅନୁଭବ କଲେ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ । ଅଧିକ ଖରା ହେଉଥିବା ସମୟରେ ବାହାରକୁ ଯାଉଥିଲେ ନିମ୍ନରେ ପ୍ରଦତ୍ତ ପରାମର୍ଶ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ :

Leave A Reply

Your email address will not be published.