csstore

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଖର୍ଲିକାନି ଗାଁକୁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗରିବ ଆଦିବାସୀ ଭୂମିହୀନଙ୍କୁ ବିଗତ ୧୯୯୫ ମସିହାରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଜମି ପଟ୍ଟାର ଭୂମି ଚିହ୍ନଟ ପୂର୍ବକ ହିତାଧିକାରୀଙ୍କୁ ହସ୍ତାନ୍ତର ପାଇଁ ବିଭାଗୀୟ ଅଧିକାରୀଙ୍କଙ୍କୁ ନେଇ ସହର ଉପକଣ୍ଠ ଖର୍ଲିକାନି ଗାଁକୁ ଗସ୍ତ କରିଥିବା ବେଳେ ଉକ୍ତ ସ୍ଥାନରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ତୁରନ୍ତ ନଳକୂପ ଖନନ ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ବିଧାୟକ ଶ୍ରୀ ମିଶ୍ର ।

jayashree
Leave A Reply

Your email address will not be published.