pakka

ଉଦ୍ଧାର ହେଲା ୫୦ କେଜିର କଇଁଛ : ୪ ଜଣ ଗିରଫ

bbehera

ଚୌଦ୍ୱାର : ଚୌଦ୍ୱାରରୁ ୫୦ କେଜି ଓଜନର ଏକ କଇଁଛ ଉଦ୍ଧାର ହୋଇଛି । ବନବିଭାଗ ‌ଦ୍ୱାରା କଇଁଛ ଉଦ୍ଧାର ହୋଇଥିବା ବେଳେ ଏହି ଘଟଣାରେ ୪ ଜଣ‌ଙ୍କୁ ଗିରଫ କରିଛି ବନ ବିଭାଗ ବୋଲି କୁହାଯାଇଛି । ସୂଚନା ଅନୁସାରେ ଚୌଦ୍ୱାର ମ୍ୟୁନିସିପାଲିଟି ୱାର୍ଡ ନଂ.୫ର ବାସିନ୍ଦା ଦେହୁରୀସାହିର ମାୟାଧର ଦେହୁରୀଙ୍କ ଘରୁ ଏହି କଇଁଛ ଉଦ୍ଧାର କରାଯାଇଛି । ମିଳିଥିବା ଖବର ଅନୁସାରେ ଏହି କଇଁଛକୁ ବିରୂପା ନଦୀରୁ ବଂଶୀକଣ୍ଟାରେ ମାଛ ଧରାଳୀ ଧରିଥିଲେ । ତେବେ କଇଁଛକୁ ଜବତ କରିବା ପରେ ଏଥିରେ ସଂପୃକ୍ତ ଥିବା ନୂତନ ଗୋଚ୍ଛାୟତ, ସୁରଂଜନ ମିର୍ଜା, ଗଣେଶ ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିବା କୁହାଯାଛି ।

jay balangir
Leave A Reply

Your email address will not be published.

one + 2 =