ପୁସ୍ତକ ଲୋକାର୍ପଣ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଘେଁସ ନିକଟସ୍ଥ କରଙ୍ଗାପାଲି ଗ୍ରାମ ସ୍କୁଲରେ ଆୟୋଜିତ ଏକ ଉତ୍ସବରେ ‘ପୂର୍ଣ୍ଣଚନ୍ଦ୍ର ଜ୍ୟୋତିଷ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ହୃଷିକେଶ ସାହୁଙ୍କ ଦ୍ଵାରା ଲିଖିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଟେକଚାନ୍ଦ ଦୁଆନ, ଲେଖକ ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!