ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ପରିଦର୍ଶନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ବଲାଙ୍ଗିର ଗସ୍ତରେ ଆସି ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କରିଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଶ୍ରୀ ତ୍ରିପାଠୀ ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କରିପ୍ରଜନନ ସ୍ଥିତି, କୁକୁଡ଼ା କୃଷି ୟୁନିଟ୍ ଏବଂ ଏହାର ବ୍ୟବସାୟ ମଡେଲ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.