ପ୍ରବଳ ତାତି ସମୟରେ ଜଳାଭାବ ବେଳେ ଲୋକଙ୍କୁ ପାଣି ଯୋଗାଇଲେ ପ୍ରକାଶ ସାହୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ୱାର୍ଡ ନପ୍ସ.୧ ସାଲେଭଟାପଡାରେ ପ୍ରବଳ ତାତି ସମୟରେ ଜଳାଭାବ ବେଳେ ଲୋକଙ୍କୁ ପାଣି ଯୋଗାଇଲେ ପ୍ରକାଶ ସାହୁ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ପଡାବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.