lika

ରକ୍ତଭଣ୍ଡାର ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରକ୍ତଭଣ୍ଡାର ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଅନେକ ବିଜୁ ପ୍ରେମୀ ରକ୍ତ ଦାନ କରିଥିବା ବେଳେ ଦମୟନ୍ତୀ ବାଗ, ବିଭୁତି ଭୂଷଣ ମିଶ୍ର, ରାଜେନ୍ଦ୍ର ହୋତା, ଟୀମା ମହାନ୍ତି, ଜିତେନ୍ଦ୍ର ମିଶ୍ର, ଶତୃଘ୍ନ ବାଗ, ଗାୟତ୍ରୀ ଭୋଇ, ସୁମନ ନନ୍ଦ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୂୁ ଉତ୍ସାହିତ କରିଥିଲେ ।

sandip
Leave A Reply

Your email address will not be published.