csstore

ପାଟଣାଗଡ ଏନ୍‌ଏସି ନିର୍ବାଚନରେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପାଟଣାଗଡ଼ ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ନିର୍ଧୁମ ମାଡ଼ : ଭିଡିଓ ଭାଇରାଲ, ୬ ଜଣ ଥାନାରେ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନ ପାଇଁ କୋଲପଡା ବୁଥ୍‌ ନଂ ୧ରେ ଆଜି ମତଦାନ ସମୟରେ ଟଙ୍କା ବାଣ୍ଟୁଥିବା ଅଭିଯୋଗକୁ ନେଇ ବିଧାୟକ ସରୋଜ କୁମାର ମେହେରଙ୍କ ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ମାଡ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ୬ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.