pakka

ଭୋଟ ଦେଲେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଚଂଳ ୱାର୍ଡ ନମ୍ୱର ୨୧ ସରକାରୀ ମହିଳା ମହାବିଦ୍ୟାଳୟ ବୁଥରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ତାଙ୍କ ପୁଅ ଅର୍କେଶ ନାରାୟଣ ସିଂଦେଓ ଭୋଟ ଦେଇଛନ୍ତି ।

jay balangir
Leave A Reply

Your email address will not be published.

eighteen − 18 =