csstore

ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକରେ ବିଜେଡି ୭ଟି ଓ ବିଜେପି ୧ଟି ଅଧ୍ୟକ୍ଷ ପଦ ହାତେଇଲା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାରେ ବାଜିମାତ୍‌ କରିଛି ବିଜେଡି । ଢେଙ୍କାନାଳ ସଦର ବ୍ଲକରେ ରାଜଶ୍ରୀ ନାୟକ (ବିଜେଡି), ଗଂଦିଆ ବ୍ଲକରେ ରୀନାରାଣୀ ଖଟୁଆ (ବିଜେଡି), ଓଡାପଡା ବ୍ଲକରେ ସସ୍ମିତା ମହାନ୍ତି (ବିଜେଡି), ହିନ୍ଦୋଳ ବ୍ଲକରେ ସସ୍ମିତା ନାୟକ (ବିଜେଡି), କାମାକ୍ଷା ନଗର ବ୍ଲକରେ ପ୍ରେମାନନ୍ଦ ସାହୁ (ବିଜେଡି), ଭୁବନ ବ୍ଲକରେ ସିପ୍ରା ବରାଳ (ବିଜେଡି), କଙ୍କଡା ହାଡ଼ ବ୍ଲକରେ ଚାରୁଲତା ମିଶ୍ର (ବିଜେଡି) ଓ ପରଜଙ୍ଗ ବ୍ଲକରେ ଶର୍ମିଷ୍ଠା ଦଳ ବେହେରା(ବିଜେପି) ଅଧ୍ୟକ୍ଷ ପଦ ଅକ୍ତିଆର କରିଛନ୍ତି । ତେବେ ବିଜେଡି ସାତଟି ଆସନ ହାତେଇଥିବା ବେଳେ ବିଜେପିକୁ ମିଳିଛି ଗୋଟିଏ ଆସନ ।

jayashree
Leave A Reply

Your email address will not be published.