csstore

ବିଜେଡିର ମିଶ୍ରଣ ପର୍ବ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହର ସ୍ଥିତ ସ୍ଥାନୀୟ ରନ୍ତ୍ର‌ ମଣ୍ଡପଠାରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ଢେଙ୍କାନାଳ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ସଦର ବିଧାୟକ ସୁଧିର କୁମାର ସାମଲଙ୍କ ଉପସ୍ଥିତିରେ ସହରର ବିଭିନ୍ନ ୱାର୍ଡରୁ ବିଜେପି, କଂଗ୍ରେସର ନେତା ନେତ୍ରୀଙ୍କ ସହ ବିଜେପିର ନଗରସଭାପତି ଅଜୟ ଭଞ୍ଜ କଂଗ୍ରେସର ଉପସଭାପତି ପ୍ରକାଶ ଚନ୍ଦ୍ର କୁଅଁର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛନ୍ତି ।

jayashree
Leave A Reply

Your email address will not be published.