କପିଳାସ ମନ୍ଦିରରେ ଜାଗର ଯାତ୍ରା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ସମସ୍ତ ଦେବା ଦେବୀ ମନ୍ଦିରରେ ଲାଗିଲା ଦୀପ । ଜାଗର ଯାତ୍ରାରେ ଢେଙ୍କାନାଳ ଜିଲ୍ଲା ଚହଳ ପଡୁଛି । ଗଂଦିଆ ବ୍ଲକର କପିଳାଶ ଓ ଯୋରନ୍ଦା, ଦଦୀ ସିଙ୍ଗା, ସନ୍ତପୁର, ମନ୍ଦିରରେ ଜାଗର ଦୀପ ଲାଗିଥିବା ବେଳେ ସ୍ୱୟଂ ପ୍ରଭୁ ଭୋଳାନାଥଙ୍କର କରୁଣା ଏମିତି ସଦାବେଳେ ଲୋକଙ୍କ ଉପରେ ଥାଉ ବୋଲି ସମସସେ୍‌ସ୍ତ ପ୍ରାର୍ଥନା କରିଥିଲେ ପ୍ରଭୁ ଚନ୍ଦ୍ରଶେଖର ନାଗାଭରଣ ବେଶରେ ଦର୍ଶନ ଦେଇଥିଲେ । ଭୋର ୪.୨୦ମିନଟରେ ମହାଦୀପ ଉଠିଥିଲା । ଭକ୍ତମାନେ କେତକୀ ଫୁଲ, ପଦ୍ମ ଫୁଲ, ଦୁଦୁରା ଅରଖ, ବେଲ ପତ୍ର, କ୍ଷୀର ଓ ବିଭିନ୍ନ ଭୋଗରାଗ ନେଇ ନିଷ୍ଟାର ସହ ଶିବ ମନ୍ଦିରରେ ଦୀପ ଜାଳି ଜାଗର ରହି ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

Leave A Reply

Your email address will not be published.