ମହାଭାରତ ସିରିଏଲ୍‌ର ଭୀମ ଚାଲିଗଲେ

ନୂଆଦିଲ୍ଲୀ : ବିଆର୍‌ ଚୋପ୍ରା ନିର୍ମିତ ମହାଭାରତ ସିରିଏଲ୍‌ରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ୭୫ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମହାଭାରତ ଏକ ଲୋକପ୍ରିୟ ସିରିଏଲ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ପ୍ରବୀଣ ଭୀମ ଭୂମିକାରେ ଅଭିନୟ କରି ଖୁବ୍‌ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.