ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ଏହି ସମୟ ମଧ୍ୟରେ ୫ ହଜାର ପାଖକୁ ଖସିଛି କରୋନା ସଂକ୍ରମଣ । ଯଦିବି ରାଜ୍ୟରେ କରୋନା ସଂକ୍ରମଣ ହାର ତଳମୁହାଁ ହେବାରେ ଲାଗିଛି, ତଥାପି ଏଥିପ୍ରତି ବିଶେଷ ସତର୍କତାର ଆବଶ୍ୟକତା ରହିଛି । କୋଭିଡ଼ ଗାଇଡ଼୍‌ ଲାଇନ୍‌ ଅନୁପାଳନ ଅତ୍ୟନ୍ତ ଆବଶ୍ୟକ ।

Leave A Reply

Your email address will not be published.