ହୃଦ୍‌ଘାତରେ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ଭେଟେରାନ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର ଚାଲିଗଲେ । ଆଜି ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଅନେକ ଫିଲ୍ମରେ ଚିତ୍ତାକର୍ଷକ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଫିଲ୍ମ ‘କ୍ରାନ୍ତିଧାରା’, ‘ପ୍ରାୟଶ୍ଚିତ’ ଭଳି ଉଚ୍ଚକୋଟୀର ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଛୁଇଁଥିଲା ।

jittmm
Leave A Reply

Your email address will not be published.