ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା : ଟ୍ରେନ ଗାର୍ଡ ଏବେ ‘ଟ୍ରେନ ମ୍ୟାନେଜର’ ନାମରେ ନାମିତ ହେବେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି । ଟ୍ରେନଗୁଡିକର ‘ଟ୍ରେନ ଗାର୍ଡ’ ନାମ ପରିବର୍ତ୍ତନ କରାଯାଇଛି । ଏଣିକି ସେମାନେ ଟ୍ରେନ ମ୍ୟାନେଜର ଭାବରେ ପରିଚିତ ହେବେ । ଭାରତୀୟ ରେଳବାଇ ‘ଟ୍ରେନ ଗାର୍ଡ’ ପଦବୀକୁ ‘ଟ୍ରେନ ମ୍ୟାନେଜର’ ଭାବରେ ପରିବର୍ତ୍ତନକୁ ନିଷ୍ପତ୍ତି ନେବା ସହିତ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିଛି । ଦାୟିତ୍ୱ କିମ୍ବା ଦରମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Leave A Reply

Your email address will not be published.